ଆମ ଜୀବନ ସହିତ ନୀତି ଶାସ୍ତ୍ରର ଖୁବ ଜଡିତ ହୋଇ ରହିଛି l କାରଣ ବିନା ଶାସ୍ତ୍ରରେ ମଣିଷ ଜୀବନ ମୂଲ୍ୟହୀନ ଅଟେ l କାରଣ ଗୋଟିଏ ସୁନ୍ଦର ଜୀବନ ଓ ସଂସାର ପାଇଁ ନୀତିଶାସ୍ତ୍ରର ଖୁବ ଆବଶ୍ୟକତା ରହିଥାଏ l ଦୈନନ୍ଦିନ ଜୀବନରେ ସଫଳତା ଲାଭ କରିବା ପାଇଁ ନୀତି ଶାସ୍ତ୍ରର ଖୁବ ଆବଶ୍ୟକତା ରହିଛି l ନୀତି ଶାସ୍ତ୍ର ଅନୁସାରେ ମହିଳା ଓ ପୁରୁଷ ଦୁଇଟି ଚକ ସଦୃଶ l ତେଣୁ ଉଭୟଙ୍କ ଯୋଗଦାନ ଜୀବନକୁ ସୁନ୍ଦର ଭାବରେ ଗଢି ପାରିବ l କିନ୍ତୁ କିଛିଟା କାର୍ଯ୍ୟରେ ମହିଳାମାନେ ପୁରୁଷ ମାନଙ୍କ ଠାରୁ ଆଗୁଆ l
* ପୁରୁଷ ମାନଙ୍କ ଠାରୁ ଅଧିକ ଚାଲାକ – ଶାସ୍ତ୍ର ଅନୁସାରେ ମହିଳାମାନେ ପୁରୁଷ ମାନଙ୍କ ନିକଟରୁ ଅଧିକ ଚାଲାକ l ମହିଳାମାନେ ନିଜ ବୁଦ୍ଧି ବଳରେ ବିଭିନ୍ନ ସମସ୍ୟା ଠାରୁ ନିଜକୁ ଦୁରେଇ ରଖି ଥାଆନ୍ତି l ତା ସହ ନିଜକୁ ସବୁ ସ୍ଥାନରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଇଛା କରିଥାଆନ୍ତି l
* ଅଧିକ ସାହସୀ – ଶାସ୍ତ୍ର ଅନୁସାରେ ମହିଳା ମାନେ ଶାରୀରିକ ଶକ୍ତିରେ ପୁରୁଷ ମାନଙ୍କ ନିକଟରୁ କମ୍ ଶକ୍ତିଶାଳୀ ହୋଇ ଥାଆନ୍ତି l କିନ୍ତୁ ତାଙ୍କ ସାହସ ର କୌଣସି ଗୁଣରେ କମ ନୁହେଁ l ଗୋଟିଏ ପୁରୁଷ ଠାରୁ ମହିଳା ଟିଏ ଅଧିକ ସାହସୀ ଅଟେ l ନାରୀଟିଏ ସମସ୍ତ ଅସୁବିଧାକୁ ମୁକାବିଲା କରି ପାରିବ l ଶାସ୍ତ୍ର ଅନୁସାରେ ମହିଳାମାନେ ପୁରୁଷ ମାନଙ୍କ ନିକଟରୁ ୬ ଗୁଣ ଅଧିକ ସାହସୀ l
* ଅଧିକ ଖାଦ୍ୟ ଖାଇ ଥାଆନ୍ତି – ନାରୀମାନେ ପୁରୁଷ ମାନଙ୍କ ଠାରୁ ଅଧିକ ଖାଦ୍ୟ ଖାଇ ଥାଆନ୍ତି l କାରଣ ସେମାନଙ୍କୁ ଅଧିକ ଶକ୍ତିର ଆବଶ୍ୟକତା ରହିଥାଏ l ତେଣୁ ସେମାନେ ଅଧିକ ଖାଦ୍ୟ ଖାଇ ଥାଆନ୍ତି l
* ୮ଗୁଣ ଅଧିକ କାମୁକ ଭାବନା – ଶାସ୍ତ୍ର ଅନୁସାରେ ନାରୀମାନେ ପୁରୁଷ ମାନଙ୍କ ଠାରୁ ଅଧିକ କାମୁକ ସ୍ୱଭାବର ହୋଇ ଥାଆନ୍ତି l ନାରୀମାନଙ୍କ ନିକଟରେ କାମୁକ ଭାବନା ଅଧିକ ରହିବା କଥା ନୀତି ଶାସ୍ତ୍ରରେ ଦର୍ଶା ଯାଇଛି , କାହିଁକି ନା ଗୋଟିଏ ଘରର ସମସ୍ତ ଦାୟିତ୍ୱ ପୁରୁଷ ଉପରେ ନ୍ୟସ୍ତ ଥାଏ l ତେଣୁକରି ନାରୀ ଶାନ୍ତ ସ୍ଵଭାଵ କାରଣରୁ ଅଧିକ କାମୁକ ଅଟେ l

Comments are closed.