Odisha news

ଯଦି ଆପଣ ଏହି ୩ଟି ଜିନିଷର ନିକଟତର ତେବେ ପଡ଼ି ପାରନ୍ତି ଅସୁବିଧାରେ ; ହୋଇ ଯାଆନ୍ତୁ ସତର୍କ

0
ସୁଖୀ ଜୀବନର ପରି କଳ୍ପନା ପ୍ରତ୍ୟେକ ମଣିଷ କରି ଥାଆନ୍ତି । ସବୁ ମଣିଷ ଜାଣି ଥାଆନ୍ତି ତାଙ୍କ ଜୀବନରେ ଦୁଃଖ ର ଛାଇ କଦାପି ନପଡୁ । ବାସ୍ତବିକ୍ ଜୀବନରେ ମନୁଷ୍ୟର କଳ୍ପନା ଖାଲି ଗୋଟିଏ ଭାବନା ଅଟେ । ଏହି ଶୁଖି ଜୀବନର କଳ୍ପନା କୁ ନେଇ ଶାସ୍ତ୍ର ରେ କଣ ବର୍ଣ୍ଣିତ ହୋଇଛି ।
* ଆର୍ଥିକ କିମ୍ବା ସାମାଜିକ ଭାବରେ ଶକ୍ତିଶାଳୀ ବ୍ୟକ୍ତି କେବେବି ନିଆଁ ଓ ନାରୀ ର ନିକଟତର ହେବା ଉଚିତ୍ ନୁହେଁ ।
ଶାସ୍ତ୍ର ଅନୁସାରେ ସାମାଜିକ ଦୃଷ୍ଟିରୁ ଶକ୍ତିଶାଳୀ ଲୋକ ନିକଟରୁ ଦୂରକୁ ଯିବା ଉଚିତ୍ ନୁହେଁ, କାରଣ ତା ନିକଟରୁ ମିଳିବାକୁ ଥିବା ଲାଭ ଠାରୁ ଦୂରେଇ ରହିବେ । କିନ୍ତୁ ଏପରି ବ୍ୟକ୍ତି ଙ୍କ ର ଅଧିକ ନିକଟତର ହେବା ଦ୍ଵାରା ବେଳେବେଳେ ସମ୍ମାନ କୁ ଆଞ୍ଚ ଆସିଥାଏ ।
* ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆର୍ଥିକ ଭାବରେ ସହାୟତା କରିଥିବା ବ୍ୟକ୍ତି , ଅଧିକାଂଶ ସମୟରେ ଆପଣଙ୍କୁ ସାହାଯ୍ୟ ଆଳରେ ବ୍ୟବହାର ମଧ୍ୟ କରିଥାଏ । ତେଣୁ ଏପରି ବ୍ୟକ୍ତିଙ୍କ ର ଅଧିକ ନିକଟତର ହେବା ଉଚିତ୍ ନୁହେଁ ।
* କେବେବି କୌଣସି ନାରୀର ଅଧିକ ନିକଟତର ହେବା ଉଚିତ୍ ନୁହେଁ । କାରଣ ଏହା ଆପଣଙ୍କୁ ବିପଥ ଗାମୀ କରାଇ ଥାଏ । କେବେବି ଜୀବନରେ ନାରୀକୁ ଦୁର୍ବଳ ଭାବିବା ଉଚିତ ନୁହେଁ । କାରଣ ସଂସାର ନିର୍ମାଣ ରେ ପୁରୁଷର ଯେତିକି ଯୋଗଦାନ ରହିଥାଏ ନାରୀର ମଧ୍ୟ ସେତିକି ଯୋଗଦାନ ।
Govt
Leave A Reply