୨ – ଶନି ଅମାବାସ୍ୟା ରେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କଳା ରାଶି ବିରୀ ଡାଲି ଓ ଲୁହା ଜିନିଷ ର ଦାନ କରନ୍ତୁ l ଏବଂ ଗୁଡ଼ ଅଟା ପିମ୍ପୁଡି ଙ୍କୁ ଖାଇବାକୁ ଦିଅନ୍ତୁ l ଏବଂ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି କୃପା ଲାଭ କରନ୍ତୁ l
୩ – ଶାସ୍ତ୍ରରେ ଅମାବାସ୍ୟା ତିଥି ରେ ଦୀପଦାନ ର ଅନେକ ମହତ୍ୱ ରହିଛି, ଆଜିର ଦିନରେ ଓସ୍ତ ବୃକ୍ଷ ତଳେ ଦୀପ ଜଳାଇବା ଶୁଭ ହୋଇଥାଏ, ଏହାଛଡା ମହାଦେବଙ୍କ ମନ୍ଦିରରେ ପିତୃ ଦେବ ଙ୍କ ପାଇଁ, ମାତା ଲକ୍ଷ୍ମୀଙ୍କ ନିକଟରେ ଦୀପ ଦାନ କରିବା ଖୁବ ଶୁଭ ଅଟେ l
୪ – ଶନି ଅମାବାସ୍ୟା ଦିନ ଶନି ଦେବଙ୍କ ପ୍ରିୟ ବସ୍ତୁ ଅର୍ପଣ କରିବା ଶୁଭ ଅଟେ, ବିଶେଷ ଭାବରେ ଏହିଦିନ କଳା ବିରି, କଳା ଜୋତା, କଳା ଚପଲ, କଳା ପୋଷାକ, କଳା ଛତା ଦାନ କରିବା ଦ୍ୱାରା ଶନି ଦେବଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ l
୫ – ଶନି ଅମାବାସ୍ୟା ଦିନ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ବ୍ରତ ରଖିବା ଜରୁରୀ l ଶନି ଙ୍କ କୃପା ପାଇଁ ଗରିବ ଙ୍କୁ ଅନ୍ନ ଦାନ କରନ୍ତୁ, କୁକୁର, ଗାଈ ଓ କାଉ କୁ ଭୋଜ କରାଇବା ଶୁଭ ହୋଇଥାଏ l ଏବଂ ଜୀବନ ରେ ସମୃଦ୍ଧି ଲାଭ ହୋଇଥାଏ l