Odisha news

ଦୁନିଆରେ ଧଳା ବିଶାକ୍ତ ପଦାର୍ଥ ଭାବରେ ରହିଛି ଏହି ୩ ଟି ଜିନିଷ , ଯାହାକୁ ଆମେ ନିୟମିତ କରିଥାଉ ସେବନ

0

ଆମ ଦୈନନ୍ଦିନ ଜୀବନ ରେ ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା କି ଆମ ଶରୀର ପାଇଁ ଜହର ବା ବିଷ ସଦୃଶ ଅଟେ l ଚିନି ଲୁଣ ଓ ମଇଦା ଏହି ୩ ଟି ଜିନିଷ ପ୍ରତ୍ୟେକ ଘରେ ରୋଷେଇ ରେ ବ୍ୟବହାର ହୋଇଥାଏ l କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ୩ ଟି ଜିନିଷ ପାଟି କୁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତି କାରକ ଅଟେ l

* ଅତ୍ୟଧିକ ଧଳା ଚିନି ସେବନ -:
– ମଧୁମେହ ର କାରଣ
– ହର୍ମନ ଅସନ୍ତୁଳନ
– ଓଜନ ବୃଦ୍ଧି
– ହାର୍ଟ ଆଟାକ
– କ୍ୟାନ୍ସର ର କାରଣ

* ଅତ୍ୟଧିକ ଧଳା ମଇଦା ସେବନ -:
– ପାଚନ ତନ୍ତ୍ର ପ୍ରଭାବିତ
– ଓଜନ ବୃଦ୍ଧି
– ହାର୍ଟ ଡିଜିଜ ଓ ମଧୁମେହର କାରଣ

* ଅତ୍ୟଧିକ ଧଳା ଲୁଣ ସେବନ -:
– ଉଚ୍ଚ ରକ୍ତଚାପ ର କାରଣ
– ଆସ୍ଥମା
– 𝚄𝚃𝙸
– ବ୍ଲଡ଼ ସୁଗାର ଇତ୍ୟାଦିର ବିପଦ ରହିଥାଏ l

Leave A Reply