Odisha news

ରିଲାଏନ୍ସ ଡିଜିଟାଲ ପ୍ରତ୍ୟାବର୍ତ୍ତନ କରିଛି “ଦି ଡିଜିଟାଲ ସେଲ୍” ସାଥିରେ

ଭାରତର ବୃହତ୍ତମ ଇଲେକ୍ଟ୍ରୋନିକ୍ ସେଲ୍ ରେ ସର୍ବୋତ୍ତମ ମୂଲ୍ୟରେ ନବୀନତମ ଟେକନୋଲୋଜିକୁ ହାସଲ କରନ୍ତୁ

0

ଅଗଷ୍ଟ 11, 2023: ରିଲାଏନ୍ସ ଡିଜିଟାଲ ତାଙ୍କର ବହୁ ପ୍ରତିକ୍ଷିତ ଡିଜିଟାଲ୍ ଇଣ୍ଡିଆ ସେଲ୍ ଜରିଆରେ ଲୋକମାନଙ୍କୁ ଟେକନୋଲୋଜି ସହିତ ସଶକ୍ତ କରିବା ପାଇଁ ସବୁ ପ୍ରକାରର ସୁବିଧା ସହ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ । 15 ଅଗଷ୍ଟ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଓ ଗେଜେଟ୍‍ଗୁଡ଼ିକ ଉପରେ ଚମତ୍କାର ଡିଲ୍ ଓ ସୁନିଶ୍ଚିତ ରିହାତି ଉପଲବ୍ଧ ଅଛି । ଡିଜିଟାଲ୍ ଇଣ୍ଡିଆ ସେଲ ଗ୍ରାହକମାନଙ୍କୁ ସେମାନଙ୍କର SBI କ୍ରେଡିଟ୍ କାର୍ଡ ଜରିଆରେ Rs. 5000/- ପର୍ଯ୍ୟନ୍ତର ତତକ୍ଷଣାତ୍ 10%ର ଏକ ରିହାତି ପ୍ରଦାନ କରି ନିଜର ସ୍ଵତନ୍ତ୍ରତା ବଜାୟ ରଖିଛି । କେବଳ ସେତିକି ନୁହେଁ! ଗ୍ରାହକମାନେ ସମସ୍ତ ଡେବିଟ୍ ଓ କ୍ରେଡିଟ୍ କାର୍ଡରେ Rs. 3000/-ର କ୍ରୟ ଉପରେ ଅତିରିକ୍ତ 5% ତତ୍କାଳ ରିହାତିର ଲାଭ ମଧ୍ୟ ଉଠାଇପାରିବେ ଏବଂ ପରବର୍ତ୍ତୀ କ୍ରୟରେ 10%ର ସୁନିଶ୍ଚିତ ରିହାତି ପାଇବା ପାଇଁ ରିଡିମ୍ ହୋଇପାରୁଥିବା ଏକ ଭାଉଚର୍ ପାଇବେ, ଯାହା ସଞ୍ଚୟର ଏକ ଡବଲ୍ ବୋନାଞ୍ଜା ହେବ । ଏବଂ ଯେଉଁମାନେ UPI ଟ୍ରାଞ୍ଜାକ୍ସନ୍ କରିବାକୁ ଚାହିଁବେ, ସେମାନେ 10%ର ଏକ ତୁରନ୍ତ ରିହାତି ପାଇପାରିବେ । ଏହିସବୁ ନଗଦ ରିହାତି ବ୍ୟତୀତ ରିଲାଏନ୍ସ ଡିଜିଟାଲରେ ସମସ୍ତ ବର୍ଗ ଗୁଡ଼ିକ ଉପରେ ନିଶ୍ଚିତ ରୂପେ କିଛି ନା କିଛି ଚମତ୍କାର ସ୍ୱତନ୍ତ୍ର ଅଫର୍ ମଧ୍ୟ ଅଛି । ଏହି ମନଲୋଭା ଅଫର୍‌ଗୁଡ଼ିକ ସହିତ ଆହୁରି ବହୁତ କିଛି ପାଇବା ପାଇଁ ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ ଷ୍ଟୋର୍, ମାଇଁ ଜିଓ ଷ୍ଟୋର୍କୁ ଯାଆନ୍ତୁ  କିମ୍ବା reliancedigital.inରେ ଲଗ-ଇନ୍ କରନ୍ତୁ ଏବଂ ଏକ ନିରବଚ୍ଛିନ୍ନ ସପିଙ୍ଗର ଅନୁଭବ, ସମସ୍ୟା ବିହୀନ ଡେଲିଭରୀର ସୁବିଧା ଉପଭୋଗ କରିବା ସହିତ ବୈଷୟିକ ବିଷାରଦମାନଙ୍କର ଏକ୍ସପର୍ଟ ସହାୟତା ଲାଭ କରନ୍ତୁ ।

ପରିବାର ସହିତ ଗୁଣାତ୍ମକ ସମୟ ବୃଦ୍ଧି 

କ୍ୟାସବ୍ୟାକ୍ ପରେ ବର୍ତ୍ତମାନ କେବଳ Rs. 69,990/-*ରୁ ଆରମ୍ଭ ହେଉଥିବା 75-ଇଞ୍ଚ UHD Google TV ସହିତ ନିଜର ମନୋରଞ୍ଜନକୁ ବୃଦ୍ଧି କରନ୍ତୁ । କ୍ୟାସବ୍ୟାକ୍ ପରେ Rs. 99,990/-* ରୁ ଆରମ୍ଭ ହେଉଥିବା ସାମସଙ୍ଗ ଦୁନିଆର NeoQLED TV ଗୁଡ଼ିକୁ ଦେଖନ୍ତୁ | ଏବଂ ଚୟନୀତ ସାମସଙ୍ଗ NeoQLED ମଡେଲ୍‌ଗୁଡ଼ିକରେ ଆପଣ Rs. 44,990/-* ପର୍ଯ୍ୟନ୍ତ ମୂଲ୍ୟର ଏକ କମ୍ପ୍ଲିମେଣ୍ଟାରି ସାଉଣ୍ଡବାର ମଧ୍ୟ ପାଇବେ ।

ସମଗ୍ର ପୃଥିବୀ କେବଳ ଗୋଟିଏ ପାଦ ଦୂରତାରେ
ନୂତନତ୍ୱର ଦୁନିଆରେ ବିଚରଣ କରିବା ସହିତ OPPO ରେନୋ 10 ସିରିଜ୍ ସହିତ ଏକ ବୋନସ୍ ଭାବେ Rs. 4999/-ର ଅତ୍ୟାଧୁନିକ ବ୍ଲୁ-ଟୁଥ୍ ଇଅର୍-ଫୋନ୍ ଲାଭ କରିବାର ସୁଯୋଗ ଲାଭ କରନ୍ତୁ, ଏହି ସବୁ ଜିନିଷ କେବଳ 499/- ର ଏକ ଚମତ୍କାର ମୂଲ୍ୟରେ ପ୍ରାପ୍ତ ହେବ । ଏହି ସୁଯୋଗର ଭରପୁର ଲାଭ ଉଠାନ୍ତୁ ଏବଂ ଆଜି ହିଁ ନିଜ ପାଇଁ OPPO ରେନୋ 10 ସିରିଜ୍ କ୍ରୟ କରନ୍ତୁ!

ନିରନ୍ତର ଉତ୍ପାଦକତା
ଆପଲ୍ ଆଇ-ପ୍ୟାଡ୍ ଦୁନିଆରେ ବିଚରଣ କରନ୍ତୁ, ବର୍ତ୍ତମାନ ମାସିକ Rs. 1167/-*ର ଏକ ଆଶ୍ଚର୍ଯ୍ୟଜନକ ଭାବେ କମ୍ ମୂଲ୍ୟରେ ଉପଲବ୍ଧ । କାମ, ସୃଜନଶୀଳତା କିମ୍ବା ମନୋରଞ୍ଜନ ମଧ୍ୟରୁ ଯାହା ପାଇଁ ହେଉନା କାହିଁକି ଏହି ଅତ୍ୟାଧୁନିକ ଉପକରଣଗୁଡ଼ିକ ବାଧାହୀନ ଏବଂ ଏହା ଦ୍ୱାରା ଘେରି ରହିବା ଭଳି ଅନୁଭବ ପ୍ରଦାନ କରିବେ ।

କାମ ଅଧିକ ମଜାଳିଆ ହେବ
ଲ୍ୟାପଟପର ଏକ ଉଲ୍ଲେଖନୀୟ ଅଫର୍ ସହିତ ଆପଣଙ୍କର କମ୍ପ୍ୟୁଟର୍‌ରେ କାମ କରିବା ଅଭିଜ୍ଞତାକୁ ବୃଦ୍ଧି କରାନ୍ତୁ । କେବଳ Rs. 57,499*/- (*ଏକ୍ସଚେଞ୍ଜ ସୁବିଧା, କ୍ୟାସବ୍ୟାକ୍ ଓ ପ୍ରୋମୋ ପରର ମୂଲ୍ୟ) ରୁ ଆରମ୍ଭ ହେଉଥିବା HP ଏନଭି କ୍ରିଏଟର୍ ଲାପଟପ୍ ପ୍ରାପ୍ତ କରନ୍ତୁ । ଆପଣ କାମ କରିବା ଏବଂ ଖେଳିବା ପଦ୍ଧତିକୁ ପୁନଃପରିଭାଷିତ କରିବା ସହିତ ଅସାଧାରଣ କାର୍ଯ୍ୟଦକ୍ଷତା ଏବଂ ଆକର୍ଷଣୀୟ ଡିଜାଇନ୍ ବିଷୟରେ ଅବଗତ ହୁଅନ୍ତୁ । ଆଜି ହିଁ ନିଜକୁ HP ଏନଭି ସହିତ ଅପଗ୍ରେଡ୍ କରନ୍ତୁ!

ସତେଜତାକୁ ବାନ୍ଧି ରଖନ୍ତୁ

ସାଇଡ୍-ବାଇ-ସାଇଡ୍ ରେଫ୍ରିଜରେଟର ଶ୍ରେଣୀ ସାଥିରେ ସୁବିଧା ଓ ଅତ୍ୟାଧୁନିକତାର ଦୁନିଆ ବିଷୟରେ ନୁଆ କଥା ଜାଣନ୍ତୁ, କେବଳ Rs. 51,990/-*ରୁ ଆରମ୍ଭ ହୋଇଥିବା ରେଫ୍ରିଜରେଟର ବର୍ତ୍ତମାନ ଉପଲବ୍ଧ ଅଛି । ପର୍ଯ୍ୟାପ୍ତ ଷ୍ଟୋରେଜ୍, ଅତ୍ୟାଧୁନିକ ବୈଶିଷ୍ଟ୍ୟ ଓ ଏକ ଆଧୁନିକ ଡିଜାଇନ୍‍କୁ ଉପଭୋଗ କରନ୍ତୁ, ଯାହା ଆପଣଙ୍କ ଜୀବନ ଶୈଳୀକୁ ପରିପୂର୍ଣ୍ଣ କରିବ ।

ପୂର୍ବରୁ କେବେ ଅନୁଭବ କରି ନଥିବା ଭଳି ସଙ୍ଗୀତ  

ଅଦ୍ୱିତୀୟ ଆପଲ୍ ଏୟାର୍‌ପଡ୍ ପ୍ରୋ 2nd ଜେନେରେସନ୍ କ୍ରୟ କରନ୍ତୁ, ଯାହାର ପ୍ରକୃତ ମୂଲ୍ୟ Rs. 26,900/-ବର୍ତ୍ତମାନ କ୍ୟାସବ୍ୟାକ୍ ସହିତ କେବଳ Rs. 23,999/-*ରେ ଉପଲବ୍ଧ । ସର୍ବୋତ୍କୃଷ୍ଟ ଧ୍ୱନୀ ଏବଂ ଅତ୍ୟାଧୁନିକ ଟେକନୋଲୋଜି ସହ ନିଜକୁ ହଜାଇ ଦିଅନ୍ତୁ, ଯାହା କେବଳ ଆପଲ୍ ପ୍ରଦାନ କରିପାରେ ।

ନିଜର ଫିଟନେସ୍ ପ୍ରତି ସଜାଗ ରୁହନ୍ତୁ

ସ୍ୱତନ୍ତ୍ର ଭାବେ ସୁହାଉଥିବା ଅଫର୍ ସହିତ ଫିଟନେସ୍ ଦୁନିଆରେ ପାଦ ରଖନ୍ତୁ! ନିଜର ଫିଟନେସ୍ ଓ ଷ୍ଟାଇଲ୍‌କୁ ଅଦ୍ୱିତିୟ ଆପଲ୍ ୱାଚ୍ S8 ସହିତ ସମୃଦ୍ଧ କରନ୍ତୁ, ଯାହାର ପ୍ରକୃତ ମୂଲ୍ୟ Rs. 45,900/- , ତାହା ବର୍ତ୍ତମାନ କେବଳ Rs. 33,249/-*ରେ ଉପଲବ୍ଧ ।

ପୋଷାକଗୁଡ଼ିକୁ ସୁନ୍ଦର ରଖନ୍ତୁ

ନିଜ ପସନ୍ଦ ଅନୁସାରେ ଚୟନ କରିଥିବା ଫ୍ରଣ୍ଟ ଲୋଡ୍ କିମ୍ବା ଟପ୍ ଲୋଡ୍ ୱାସିଙ୍ଗ ମେସିନ୍ କ୍ରୟ କରନ୍ତୁ ଏବଂ ଏକ ଚମତ୍କାର ବୋନସ୍ ପ୍ରାପ୍ତ କରନ୍ତୁ – ଗୋଟିଏ ଫ୍ରି ମିକ୍ସର୍ ଗ୍ରାଇଣ୍ଡର୍ କିମ୍ବା ଟ୍ରୁ ୱେୟାର୍‌ଲେସ୍ ଇଅରପଡ୍ ପାଆନ୍ତୁ ।  ଏହା ଉପରେ ଆଶାତୀତ ରିୱାର୍ଡିଙ୍ଗ ଡିଲ୍ ପାଇଁ ଅତିରିକ୍ତ ବ୍ୟାଙ୍କ କ୍ୟାସବ୍ୟାକ୍ ପ୍ରାପ୍ତ କରନ୍ତୁ । ଅତ୍ୟାଧୁନିକ ଗୃହପୋକରଣ ଏବଂ ମୂଲ୍ୟବାନ ଅତିରିକ୍ତ ଉପକରଣଗୁଡ଼ିକ ସହିତ ନିଜର ଲଣ୍ଡ୍ରି ଅନୁଭବକୁ ଅପଗ୍ରେଡ୍ କରନ୍ତୁ ।

*ସମସ୍ତ ଅଫର୍ ଓ ମୂଲ୍ୟ ଉପରେ ସର୍ତ୍ତାବଳୀ ପ୍ରଯୁଜ୍ୟ

ରିଲାଏନ୍ସ ଡିଜିଟାଲ୍ ବିଷୟରେ: ରିଲାଏନ୍ସ ଡିଜିଟାଲ ହେଉଛି ଭାରତର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ରିଟେଲର, 800 ରୁ ଅଧିକ ସହରରେ 590+ ବଡ଼ ଫର୍ମାଟ ରିଲାଏନ୍ସ ଡିଜିଟାଲ ଷ୍ଟୋର ଏବଂ 1800+ ମାଇଁ ଜିଓ ଷ୍ଟୋର ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗ୍ରାହକଙ୍କୁ ସେବା ଯୋଗାଇବା ସହିତ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ ଉପଲବ୍ଧ କରାଇଥାଏ । 300ରୁ ଅଧିକ ଆନ୍ତର୍ଜାତୀୟ ତଥା ଜାତୀୟ ବ୍ରାଣ୍ଡ ଏବଂ 5000 ରୁ ଅଧିକ ଉତ୍ପାଦ ସହିତ ସର୍ବୋତ୍ତମ ମୂଲ୍ୟରେ, ରିଲାଏନ୍ସ ଡିଜିଟାଲରେ ମଡେଲଗୁଡିକର ସର୍ବ ବୃହତ ସିଲେକ୍ସନ୍ ରହିଛି, ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଜୀବନଶୈଳୀ ପାଇଁ ସଠିକ୍ ବୈଷୟିକ ସମାଧାନ ଖୋଜିବାରେ ସାହାଯ୍ୟ କରିବ ।  ରିଲାଏନ୍ସ ଡିଜିଟାଲରେ, ପ୍ରତ୍ୟେକ ଷ୍ଟୋର୍‌ରେ ଥିବା ତାଲିମପ୍ରାପ୍ତ ଓ ସୁବିଜ୍ଞ କର୍ମଚାରୀମାନେ ପ୍ରତ୍ୟେକ ଉତ୍ପାଦର ପ୍ରତ୍ୟେକ ବିବରଣୀ ବିଷୟରେ ଗ୍ରାହକଙ୍କୁ ପରାମର୍ଶ ଦେଇ ସର୍ବଦା ଆନନ୍ଦିତ ହୁଅନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ-ପର ସେବା ଯୋଗାଇଥାଏ । ରିଲାଏନ୍ସ resQ, ଖୁଚୁରା ବ୍ୟବସାୟର ସେବା ବିଭାଗ ଏବଂ ଭାରତର କେବଳ ISO-9001 ସାର୍ଟିଫିକେଟ୍ ପ୍ରାପ୍ତ ଇଲେକ୍ଟ୍ରୋନିକ୍ସ ସେବା ବ୍ରାଣ୍ଡ, ସମର୍ଥନ ପାଇଁ ପୁରା ସପ୍ତାହ ଉପଲବ୍ଧ ଏବଂ ଏଣ୍ଡ-ଟୁ-ଏଣ୍ଡ ସମାଧାନ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ।

ସହଜରେ କ୍ରୟ କରିବା ପାଇଁ ଗ୍ରାହକମାନେ ଯେକୌଣସି ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର୍‍କୁ ପରିଦର୍ଶନ କରିପାରିବେ କିମ୍ବା www.reliancedigital.inରେ ଲଗ୍-ଅନ୍ କରିପାରିବେ, ଯେଉଁଥିରେ ଇନଷ୍ଟା ଡେଲିଭରି (3 ଘଣ୍ଟାରୁ କମ୍ ସମୟରେ ଡେଲିଭରି) ମିଳିବା ସହିତ ସେମାନଙ୍କର ନିକଟତମ ଷ୍ଟୋର୍‍ରୁ ଷ୍ଟୋର୍ ପିକ୍-ଅପ୍ ବିକଳ୍ପକୁ ଚୟନ କରିପାରିବେ ।

ଅଧିକ ସୂଚନା ପାଇଁ www.reliancedigital.inରେ ଲଗ୍-ଅନ୍ କରନ୍ତୁ ।

Leave A Reply