Odisha news

ଲୋଧାଚୁଆ ଗ୍ରାମପଞ୍ଚାୟତ ରେ ବିଜେପି କର୍ମୀ ବିଜେଡି ରେ ସାମିଲ

0
ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମପଞ୍ଚାୟତ  ବଗଲ ଗ୍ରାମ ର   କିଛି ବିଜେପି କର୍ମୀ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଥିବା ଜଣାପଡିଛି…. ସୂଚନା ଅନୁସାରେ ରବିବାର 23 ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାଥୀ ଦେବାଶିଷ ପଟ୍ଟନାୟକ ରବିବାର ଲୋଧାଚୁଆ ଗ୍ରାମପଞ୍ଚାୟତ ବଗଲ ରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ସେହି ଗ୍ରାମ ର ଆଗ ଧାଡି ର ବିଜେପି କର୍ମୀ ଅଜୟ ପ୍ରଧାନ, ସରୋଜ ସୁନ୍ଦରା, ସନ୍ତୋଷ ରାୟ. ଦିଲୀପ ସିଙ୍ଗ. ପ୍ରଦୀପ ସିଂଘ. ଆଦି… ବିଜେପି କର୍ମୀ ଜିଲ୍ଲା ପରିଷଦ ଦେବାଶିଷ ପଟ୍ଟନାୟକ ଉପସ୍ଥିତି ରେ ବିଜେଡି ରେ ସାମିଲୀ ହେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେଡି ପାଇଁ କାର୍ଯ୍ୟ କରିବା ନେଇ ଦୃଢ଼ ନିଷ୍ପତି ନେଇଛନ୍ତି ଏବଂ  ଏହା ଦ୍ୱାରା ବିଜେଡି ର ସ୍ଥିତ ଲୋଧାଚୁଆ ପଞ୍ଚାୟତ ଅହୁରୀ ସୃଦୁଢ ହେବା ନେଇ ଆଶାବାଦୀ ଅଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ ଏହି ମିଶ୍ରଣ ପର୍ବରେ ଲୋଧାଚୁଆ ପଞ୍ଚାୟତ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାଥୀ ମୀନକେତନ ଓ ସରପଞ୍ଚ ଟିକନ ଉପସ୍ଥିତ ଥିଲେ
Leave A Reply