Odisha news

ରକ୍ଷା ବନ୍ଧନରେ ଭୁଲରେ ସୁଧା ବାନ୍ଧନ୍ତୁ ନାହିଁ ଏପରି ରାକ୍ଷୀ, ନଚେତ ହୋଇପାରେ ଅନର୍ଥ

0

ପ୍ରତ୍ୟେକ ବର୍ଷ ଶ୍ରାବଣମାସ ପୁର୍ଣିମା ରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ l ଏହି ପର୍ବ ଭାଇଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ l ଚଳିତ ବର୍ଷ ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ମାସ ୧୧ ତାରିଖ ଦିନ ଅନୁଷ୍ଠିତ ହେବ l ଏହିଦିନ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ ର କାମନା କରି ଥାନ୍ତି l

ଶାସ୍ତ୍ର ଅନୁସାରେ ରାକ୍ଷୀ ବାନ୍ଧିବା ସମୟରେ କିଛିଟା ନିୟମମାନି ବାନ୍ଧିବା ଆବଶ୍ୟକ l ଏପରି କିଛି ରାକ୍ଷୀ ରହିଛି ଯାହାକି ଭାଇଭଉଣୀ ଙ୍କ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l

ରକ୍ଷା ବନ୍ଧନ ରେ ଏଭଳି ରାକ୍ଷୀ ବାନ୍ଧିବା ଉଚିତ ନୁହେଁ –

* ଆମ ମାନଙ୍କ ମଧ୍ୟରୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ଭାଇକୁ ଫେସନ ଚକର ରେ କଦାପି କଳା ରଙ୍ଗର ରାକ୍ଷୀ ବାନ୍ଧିବେ ନାହିଁ l କଳା ରଙ୍ଗ ଭାଇଭଉଣୀ ଙ୍କ ସମ୍ପର୍କ ରେ ନକାରାତ୍ମକ ପ୍ରଭାବ ପକାଇଥାଏ l ଏହାଛଡା ପୂଜା ସାମଗ୍ରୀ ରେ ମଧ୍ୟ କଳା ରଙ୍ଗ ପ୍ରୟୋଗ କରନ୍ତୁ ନାହିଁ l

* ଭଗବାନ ଙ୍କ ମୁହଁ ଥିବା ରାକ୍ଷୀ କଦାପି ନିଜ ଭାଇକୁ ବାନ୍ଧନ୍ତୁ ନାହିଁ l ଏହା ବେଳେବେଳେ ଛିଡି ତଳେ ପଡ଼ିଯାଏ l ଯାହାକି ଶୁଭ ଫଳ ନୁହେଁ l ଯାହାଦ୍ୱାରା ଭଗବାନ ଙ୍କ ଅପମାନ ହୋଇଥାଏ l

* କଦାପି ନିଜ ଭାଇକୁ ଛିଡା ରାକ୍ଷୀ ବାନ୍ଧନ୍ତୁ ନାହିଁ l ଏହା ଭାଇ ଜୀବନ ରେ ଦୁଃଖ କଷ୍ଟ ଭରି ଦେଇଥାଏ l

* କଦାପି ଖଣ୍ଡିତ ରାକ୍ଷୀ କାହାକୁ ବାନ୍ଧିବା ଉଚିତ ନୁହେଁ l ଏହା ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ l

Nalco
Leave A Reply