Odisha news

ବିଶେଷ ସୂଚନା : କମ ପୃଷ୍ଠପୋଷକତା ଏବଂ କରୋନା ଭାଇରସ୍ ସଂକ୍ରମଣର ପ୍ରତିବନ୍ଧକ ପାଇଁ ଚାରି ଯୋଡ଼ା ବିଶେଷ ଟ୍ରେନ ସାମୟିକ ବାତିଲ୍

0

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରୋଟି ସ୍ୱତନ୍ତ୍ର ଟ୍ରେନରେ କମ ପୃଷ୍ଠପୋଷକତା ଏବଂ Covid19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି |

08445/08446 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ 8 ରୁ 22 ମେ ଏବଂ ଭୁବନେଶ୍ୱରରୁ 9 ରୁ 23 ମଇ, 2021 ମଧ୍ୟରେ ବାତିଲ ରହିବ।

08516/08515 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ରୁ 7 ରୁ 21 ମେ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 8 ରୁ 22 ମେ, 2021 ବାତିଲ୍ ହୋଇ ରହିବ।

02708/02707 ତିରୁପତି-ବିଶାଖାପାଟଣା-ତିରୁପତି ବିଶେଷ ଟ୍ରେନ ତିରୁପତି ଠାରୁ 7 ରୁ 30 ମେ ଏବଂ ବିଶାଖାପାଟନମ୍ ଠାରୁ 8 ରୁ 31 ମେ, 2021 ମଧ୍ୟରେ ବାତିଲ୍ ରହିବ।

02784/02783 ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦ ଠାରୁ 8 ରୁ 29 ମେ ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 9 ରୁ 30 ମେ, 2021 ମଧ୍ୟରେ ବାତିଲ୍ ରହିବ।

Leave A Reply