Odisha news

ପ୍ରଭୂ ଶ୍ରୀରାମ ରାମ ରାଜ୍ୟ ଗଠନ ଅଭିଳାଷକୁ ପୂରଣ କରନ୍ତୁ : ପୁରୀ ଗଜପତି

0

ଭୁବନେଶ୍ୱର ,୦୫ ଅଗଷ୍ଟ – ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ମନ୍ଦିର ନିର୍ମାଣ ଦ୍ୱାରା ପ୍ରଭୂ ଶ୍ରୀରାମ ରାମ ରାଜ୍ୟ ଗଠନ ଅଭିଳାଷକୁ ପୂରଣ କରନ୍ତୁ । ଏତିକି ପ୍ରଭୁ ଶ୍ରୀରାମଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି ବୋଲି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ ରାମ ମନ୍ଦିର ଭୂମି ପୂଜନ ଅବସରରେ ବାର୍ତା ଦେଇଛନ୍ତି ।

Nalco
Leave A Reply