Odisha news

ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନସିପାଲ ଭାବେ ଅନିଲ କୁମାର ପ୍ରଧାନ ଙ୍କ ଦାୟିତ୍ୱ ଗ୍ରହଣ 

0
ଛତ୍ରପୁର, 29/9:  ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରିନ୍ସପାଲ ଆଜି ଅଶ୍ୱିନୀ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି |  ଏହି ବିଦ୍ୟାଳୟ ଖୋଲିବା ଦିନ ଠାରୁ ଏଠାରେ ସ୍ଥାୟୀ ପ୍ରିନ୍ସପାଲ  ଭାବେ କେହି ନଥିଲେ | ଏହା ପୂର୍ବରୁ ରାଜେନ୍ଦ୍ର କୁମାର ପଣ୍ଡା ଭାରପ୍ରାପ୍ତ ପ୍ରିନସିପାଲ ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ | ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ରୁ ଅଷ୍ଟମ  ପ୍ରଯ୍ୟନ୍ତ ଶିକ୍ଷାଦାନ ଦିଆଯିବା ସହ 350 ଛାତ୍ର /ଛାତ୍ରୀ ଅଧ୍ୟୟନ କରୁଛନ୍ତି | ଏହି ବିଦ୍ୟାଳୟ ଆସ୍ଥାୟୀ ଭାବେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଲୁଥିବା ବେଳେ ଏହାର ନିଜସ୍ୱ ବିଦ୍ୟାଳୟ ବିଲଡିଂ କାମ ଆର୍ଯ୍ୟପଲ୍ଲୀ ଗ୍ରାମ ନିକଟରେ ଚାଲୁରହିଛି |
Nalco
Leave A Reply