ପ୍ରୋଟେଷ୍ଟ କ୍ୟାନ୍ସର କୁ ଆଜିର ଦିନରେ ଗୋଟିଏ ଭୟଙ୍କର କ୍ୟାନ୍ସର ଭାବରେ ଦେଖା ଯାଉଛି l ଯାହାକୁ ଠିକ ସମୟରେ ଜାଣିବା ନିହାତି ଆବଶ୍ୟକ l କାହିଁକି ନା ଏହାକୁ ଡେରିରେ ଜାଣିବା ଦ୍ୱାରା ହୋଇଥାଏ ଜୀବନ ବିପଦ ପୂର୍ଣ୍ଣ l ବାରମ୍ବାର ପରିସ୍ରା ଆସିବ ଦ୍ୱାରା ପ୍ରୋଟେଷ୍ଟ କ୍ୟାନ୍ସର ର କାରଣ ହୋଇଥାଏ l ଏହାଛଡା ପ୍ରୋଟେଷ୍ଟ କ୍ୟାନ୍ସର ର କିଛିଟା ଲକ୍ଷଣ ପରିସ୍ରା ହେବା ପରେ ମଧ୍ୟ ଦେଖା ଯାଇଥାଏ l ଯାହାକୁ ଜାଣିବା ବହୁତ ଜରୁରୀ l
ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ବ୍ରିଟେନ ରେ ପ୍ରତି ୪୫ ମିନିଟ ରେ ଜଣେ ପୁରୁଷ ଙ୍କ ମୃତ୍ୟୁ ହୋଇଥାଏ ପ୍ରୋଟେଷ୍ଟ କ୍ୟାନ୍ସର ରେ l ଏହାର ଅର୍ଥ ପ୍ରତିବର୍ଷ ଖାଲି ୧୨ ହଜାର ରୁ ଉର୍ଧ୍ଵ ପୁରୁଷ ଙ୍କ ର ପ୍ରୋଟେଷ୍ଟ କ୍ୟାନ୍ସର ରେ ମୃତ୍ୟୁ ହୋଇଥାଏ l
ପ୍ରୋଟେଷ୍ଟ କ୍ୟାନ୍ସର ର ସିଗନାଲ -:
ଯଦି ଆପଣ ପରିସ୍ରା କରିବା ସମୟରେ କିମ୍ବା ପରେ କିଛି ଅସାମାନ୍ୟ ଅନୁଭବ କରୁଛନ୍ତି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l ଏହାଛଡା ବ୍ଲଡ଼ର ଖାଲି ହେବା ପରେ ପରିସ୍ରା ଲାଗିବ , ଜୋରେ ପ୍ରେସର ଦେଲେ ମଧ୍ୟ ଧୀରେ ଧୀରେ ପରିସ୍ରା ବାହାରିବା ହୋଇଥାଏ ପରିସ୍ରା କରିବାର ତୁରନ୍ତ ପରେ ଯଦି ଶରୀରରେ ଦେଖା ଯାଇଥାଏ ଏହିସବୁ ଲକ୍ଷଣ ତେବେ ଏହା ହୋଇଥାଏ ପ୍ରୋଟେଷ୍ଟ କ୍ୟାନ୍ସର ର କାରଣ l
ଏହାକୁ ଗୋଟିଏ ସାଇଲେଣ୍ଟ କିଲର କଟଗୋରୀ ରେ ରଖାଯାଇଛ୍ହି l
ପ୍ରୋଟେଷ୍ଟ କ୍ୟାନ୍ସର ରହିଥାଏ ଏହି ଲକ୍ଷଣ :-
– ଅତ୍ୟଧିକ ପରିସ୍ରା ଆସିବା
– ପରିସ୍ରା କଦାପି କଣ୍ଟ୍ରୋଲ କରନ୍ତୁ ନାହିଁ
– ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ ହେବା
– ପରିସ୍ରା କରିବା ସମୟ ରେ କଷ୍ଟ ଅନୁଭବ ହେବା
– ଅଧିକ ପ୍ରେସର ସତ୍ୱେ ଧୀରେ ଧୀରେ ପରିସ୍ରା ହେବା
– ପରିସ୍ରା ରେ ରକ୍ତ ପଡିବା କିମ୍ୱା ସିମେନ ରେ ରକ୍ତ ପଡିବା