Odisha news

ଚିରିକିପୋଡା ଶାସନରେ ବିଭିନ୍ନଦୃନୀତି ହୋଇଥିବାନେଇ ଅଭିଯୋଗଆଣିଲା :-ପୋଲସରା ବିଜେପି

0

ପୋଲସରା:03/22/21(ରଞ୍ଜୟ ପାଣିଗ୍ରାହୀ )ଆମେ କହୁଛୁଗଞ୍ଜାମ ଜିଲ୍ଲା ପୋଲସରାବ୍ଲକକଥା ଏହି ବ୍ଲକରେ ବହୁଦୃନୀତି ହୋଇଆସୁଅଛି ଯାହାକି ଜିଲ୍ଲାଭିଜିଲାନ୍ସ,ଜିଲ୍ଲାପାଳ, ଗଞ୍ଜାମ ପିଡି ସବୁଜାଣି ମଧ୍ୟ୍ୟ ଅଜଣାପରି ବୁଲି ଫେରିଯାଉଛନ୍ତି l ଯାହାଙ୍କ ତଦନ୍ତକୁ ପୋଲସରା ବାସି ସହଜରେ ସତବୋଲି ଗ୍ରହଣ କରିପାରୁନାହାନ୍ତି l ଏହିପରି ଏକଦୃନୀତି ଅଭିଯୋଗ ଆଜପୋଲସରାବିଜେପି ତରଫରୁ ଚିରିକିପୋଡ଼ା ରେ ଅଣାଯାଇଅଛି, ଏ ଅଭିଯୋଗକୁ ରାଜ୍ୟଯୁବମୋର୍ଚା କାଯ୍ୟ କାରିଣୀ ସଦସ୍ୟ ତଥା ପୁଵର୍ତନ ବିଧାୟକଙ୍କ ପୁଅ ଦୀପକପ୍ରଧାନ ଓଏହି ପଂଚାୟତର ପୁଵର୍ତନସରପଞ୍ଚ ଭଗବାନସାହୁ ଙ୍କ ସହ ପଂଚାୟତର ବହୁ ବେକ୍ତିଦୃନୀତି ହୋଇଥିବନେଇ ଆଣିଛନ୍ତି l
1 pwd ପୋଲସରା ବୁଗୁଡ଼ା ରାସ୍ତା ଠାରୁ ବିରିପୁରମୋଇଦଣ୍ଡା ରୋଡର ଉଭୟପାସ୍ଵରେ ବୃକ୍ଷରୋପଣ ନାଁରେ ବୃକ୍ଷନଲଗାଇ1,92,720ଟଙ୍କା ହରିଲୁଟ l
2ସେହିପରି ବଡରା଼ଳ ସହିଠାରୁ ଗଂଜାଦଣ୍ଡା ରୋଡ଼ରେ ବୃକ୍ଷନଲଗାଇ 77,200ଟଙ୍କା ହରିଲୁଟ l
3 ନରସିଂହପୋଲି ଠାରୁ ମାଳି ସାହି ଶ୍ୱସାନ ରୋଡ଼ ସେଠାରେମାଳିସାହିନଥିବା ସ୍ଥଳେ କିଛିମୁରୁମ ପକାଇ 1,99,500ଟଙ୍କା ହରିଲୁଟ l
4 ବାଘୁଆ 18ଠାରୁ ତୁମ୍ବେଶ୍ୱରମନ୍ଦିରରାସ୍ତାଟିକୁ ମନ୍ଦିର ଦାନଅର୍ଥରୁ କାର୍ଯ୍ୟହୋଇଥିବସ୍ଥଳେ ସରକାରଙ୍କ ଏନଆରଜିଏସ ସ୍କିମରୁ କାର୍ଯ୍ୟନହୋଇ 4,00000ବଜେଟରୁ 2,50,570ଟଙ୍କା ଉଠାଇନେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି l ଏଥିରେ ବ୍ଲକର ସରକାରୀନିବ୍ରାହି ଯନ୍ତ୍ରୀ,ଜୁନିୟର କାର୍ଯ୍ୟନିବ୍ରାହି ଅଧିକାରୀ,ପଂଚାୟତର ଗର୍ଵ, ବ୍ଲକ ବିଡ଼ିଓ ଙ୍କଶହ ସ୍ଥାନୀୟ ସରପଞ୍ଚ ସମସ୍ତେ ମିଶି ସରକାରଙ୍କ ଟଙ୍କାକୁ ଆତ୍ମସାତ କରିଥିବା କହିବା ସହ ଜଦିବ୍ଲକପ୍ରଶାସନ, ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ନକରେ ତାହାହେଲେ ଆଗାମୀ ଦିନରେ ଏହାର ପ୍ରତିବାଦ ସ୍ୱରୂପ ପୋଲସରା ବିଜେପି ରାଜରାସ୍ତାକୁ ଓଲ୍ଲାଇବା ସହ ବ୍ଲକ ସମୁଖରେ ଧାରଣା ଦେବାକୁ ସ୍ଥିର କରିଅଛି l

Leave A Reply