Odisha news

ବିଶ୍ୱକର୍ମା ସମାଜ ର ବାର୍ଷିକ ଉତ୍ସବ

ପୋଲସରା :  (ରଞ୍ଜୟ ପାଣିଗ୍ରାହୀ ) ପୋଲସରା ବ୍ଲକ ଅନ୍ତର୍ଗତ ପୋଲସରା ଏନ ଏ ସି ଠା ରେ ଥିବା ବିଶ୍ୱକର୍ମା ସମାଜ କୋଠାଘର ବିଶ୍ୱକର୍ମା ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଶ୍ରମିକ ମାନେ କିପରି ଅଧିକ ରୁ ଅଧିକ ରୋଜଗାର କରିପାରିବେ ତାହା ଉପରେ ଆଲୋକ ପାତ କରିଥିଲେ l ଉକ୍ତ ସଭା ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ରାଜ ମିସ୍ତି, ଓ ବଢ଼େଇ, ସ୍ଲୀପି ଓ ଶ୍ରମିକ ଶ୍ରେଣୀ ର ଲୋକ ମାନେ ଅଂଶଗ୍ରହଣ କରିଥିଲେl ଏହି ସଭାରେ ପୋଲସରା ବିଧାୟକ ଉପସ୍ଥିତ ହୋଇଥିବା ନେଇ ବହୁ ମାତ୍ରାରେ ଲୋକ ରୁଣ୍ଡ ହୋଇଥିଲେ l

Comments are closed.