Odisha news

ବ୍ଲକ୍ ର ସମସ୍ତ 33 ଗୋଟି ସ୍କୁଲଓ ମହା ବିଦ୍ୟାଳୟ କୁ ଶିକ୍ଷାଧିକାରୀଙ୍କ ପରିଦର୍ଶନ

0

ପୋଲସରା -ପୋଲସରା(ରଂଜୟ ପାଣିଗ୍ରାହୀ) ପୋଲସରା ବ୍ଲକ ର ସମସ୍ତ 320ଓ ଓଏ ଭି କୁ ମିଶାଇ 33ଗୋଟି ଦଶମ ଶ୍ରେଣୀର କ୍ଲାସ କୁ ଆଜି ସକାଳୁ ,ସକାଳୁ ପୋଲସରବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀ ପରିଦର୍ଶନ ରେ ବାହାରିଥିଲେ ।33ଗୋଟି ହାଇସ୍କୁଲ ମଧ୍ୟରୁ ସରକାରୀ ଭାବେ 12 ଗୋଟିଓ ବ୍ଲକଗ୍ରାଣ୍ଡ ଭାବେ 22 ଗୋଟି ଓ ଓଏ ଭି ପୋଲସରା ଅନ୍ତର୍ଗତ ଅଟେ। ଆଜି ବ୍ଲକ୍ ର ମୋଟ 33 ଗୋଟି ହାଇସ୍କୁଲ ର ଛାତ୍ର, ଛାତ୍ରୀ ଙ୍କ ସଂଖ୍ୟା 2047 ଥିବା ବେଳେ ମୋଟ ଉପସ୍ଥିତ ଥିଲେ ,1458 ପାଖାପାଖି 71/ଛାତ୍ର, ଛାତ୍ରୀ ଉପସ୍ଥିତ ହୋଇଥିଲେ ।ପରିଦର୍ଶନ ବେଳେ ଶିକ୍ଷା ଧୀକାରୀ ଶ୍ରୀ ତ୍ରିଲୋଚନ ତ୍ରିପାଠୀ କୋଭିଡ଼ି ଗା ଇଡି ଲାଇନି ଉପରେ ଗୁରୁତ୍ୱ ରଖିବା ସହ ମାସ, ସାମାଜିକ ଦୂରତା କୁ ଦେଖିବାସହ ପ୍ରଧାନଶିକ୍ଷକ ମାନଙ୍କଠୁ ସୁବିଧା ଓ ଅସୁବିଧା ବୁଝି ଫେରିବସହ ବ୍ଲକ ର ମୋଟ 4ଗୋଟି ମହା ବିଦ୍ୟାଳୟ ପରିଦର୍ଶନ କରିବା ସହ ଉପସ୍ଥାନ ଦେଖିଥିଲେ ।4 ଗୋଟିମହା ବିଦ୍ୟାଳୟ ରମୋଟ ଛାତ୍ର ,ଛାତ୍ରୀ 1302 ଥିବା ବେଳେ ଆଜିର ଉପସ୍ଥିତ ଥିଲେ । 510 ପାଖାପାଖି ମହା ବିଦ୍ୟାଳୟ ର ଉପସ୍ଥିତ ହାର 39/। ମୋଟ ଉପରେ ଉପସ୍ଥିତ ହାର କମୁଥିବାରୁ ବ୍ଲକ ଶିକ୍ଷା ଧୀକାରୀ ଶ୍ରୀ ତ୍ରିଲୋଚନ ତ୍ରିପାଠୀ  କିଭଳି ସ୍କୁଲ ଓ ମହା ବିଦ୍ୟାଳୟ ମାନଙ୍କରେ ଛାତ୍ର, ଛାତ୍ରୀ ମାନଙ୍କ ବୃଦ୍ଧି ହୋଇପାରିବ ତାହା ଉପରେ ବିଚାର  କରି ଫେରିଛନ୍ତି ।

Govt
Leave A Reply