Odisha news

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନତି ବିରୋଧରେ ସ୍ବର ଉଠାଇଲେ ମଣିଷ ମାରୁଛି ବିଜେଡ଼ି।

0
 ପୋଲସରା,(ରଞ୍ଜୟ ପାଣିଗ୍ରାହୀ) : ପୋଲସରା ବ୍ଲକ ଅନ୍ତର୍ଗତ ଏନ ଏ ସି ଠାରେ ଆଜି ବିଜେପି ପକ୍ଷରୁ ଉଥ ସଭାପତି ପ୍ରମୋଦ ପଣ୍ଡା ଙ୍କ ନେତୃତ୍ୱରେ ଏନ ଏ ସି ଓ ପଞ୍ଚା ୟତରୁ କିଛି ସମର୍ଥକ ଙ୍କୁ ନେଇ ଏକ ରେଲି ବାହାରି ସହର ମଧ୍ୟରେ ବିଜେଡି ସରକାର ଙ୍କ ପ୍ରତିହିଁସା ରାଜନୀତିକୁ ଖୋଲା ଖୋଲି ବିରୋଧ କରିବା ସହ ନୂଆ ବରଷ ରେ କଟକ ଜିଲ୍ଲା ର ମହଙ୍ଗା ବ୍ଲକ୍ରର ଦୁଇ ଜଣ ତଥା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ପୁରୁଖା ନେତା ଙ୍କୁ ବିଜେଡି ର କିଛି ଲୋକ ମାରିବା ଓ ଏହି ହତ୍ୟା ପଛ ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୂକ୍ତ ଥିବା ନେଇ
 ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ, ଆଜି   ଘୁମୁସର  ଜିଲ୍ଲା ଯୁବମୋର୍ଚ୍ଚା  ପୋଲସରା ବ୍ଲକ୍ର ତରଫରୁ ପୋଲସରା ଥାନା ଘେରାଉ କରାଯିବା ସହ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଳିକ ଙ୍କୁ ଦାବି ପତ୍ର ଦେଇଥିଲେ ।
Leave A Reply