Odisha news

ପୂର୍ବତନ ବିଧାୟକଙ୍କ ବାସଗୃହ ଠାରେ ଡାକ୍ତର ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

0
ପୋଲସରା(ରଞୟ ପାଣି ଗ୍ରାହୀ) ଦେଶସାରା ଡ଼ାକ୍ତର ଆମ୍ବେଦକର ଙ୍କ ସୃତୀ ତଥା ନୀରମୀତ ସମ୍ବୀଧାନ କୂମନେପକାଇ ଧୁମଧାମରେ ଜୟନ୍ତୀ ପାଳୁଥୀବା ବେଳେ ଆଜି ପୋଲସରା ଠାରେ ପୂବତନ ବିଧାୟକ ନୀରଞନ ପ୍ରଧାନ ଙ୍କ ବାସସ୍ଥାନ ଠାରେ ତାଙ୍କର ପୁଅ ତଥାହାତୀଓଟ ମଣ୍ଡଳ ବିଜେପି ସଭାପତି ଦୀପକ କୁମାର ପ୍ରଧାନ  ଜୟନ୍ତୀ ପାଳନ କରିଥିଲେ।ଉକ୍ତ ସମାରୋହ ରେ ପୋଲସରା ମଣ୍ଡଳ ସଭାପତି ସିମାଚଳ ସାହୁ ,ପ୍ରମଦ ସ୍ବାଇ ,ସନ୍ତଷ ମାଝି, ପଫୁଲ ଜେନା,ପୋଲସରା କାଉନ ସୀଲର ଯଞନାରାୟଣ ସାହୁ, ଏକ୍ସ ନଗରପାଳ ନୀବାସୀ ପରୀଡା,ପୋଲସରା ପଚାୟତସମୀତୀର ଏକ୍ସ ବ୍ଳକ ଚେରମେନ ସଜୁକ୍ତା ପ୍ରଧାନ ଙ୍କ ସହ ବହୁ ମାନ୍ୟଗଣ ଉପସ୍ଥିତ ରହି ଥିଲେ।ପୂର୍ବତନ ବିଧାୟକଙ୍କ ବାସଗୃହ ଠାରେ ଡାକ୍ତର ଆମ୍ବେଦକର ଙ୍କ ଜୟନ୍ତୀ ପାଳନ।
Leave A Reply