Odisha news

ଆପଣଙ୍କର PNB ରେ ବ୍ୟାଙ୍କ୍ ଆକାଉଣ୍ଟ ରହିଛି କି ? ଜାଣନ୍ତୁ ଆପଣଙ୍କ ଆକାଉଣ୍ଟ କୁ ଆସିବ ଏତିକି ଲାଭ

ନୂଆଦିଲ୍ଲୀ : ଯଦି ଆପଣ ପଞ୍ଜାବ ନେସନାଲ ବ୍ୟାଙ୍କ୍ ର ଗ୍ରାହକ ଅଟନ୍ତି, ତେବେ ଜାଣନ୍ତୁ ଆପଣଙ୍କୁ ମିଳିବ ୨୦ଲକ୍ଷ ଟଙ୍କା ଲାଭ ମିଳିବ । ଏହି ବିଶେଷ ସୁଯୋଗ ଆପଣ ଲାଭ କରିବେ ଯଦି ଆପଣଙ୍କର PNB ରେ ସାଲାରୀ ଆକାଉଣ୍ଟ ଖୋଲିବାକୁ ପଡ଼ିବ । ଏହାଦ୍ବାରା ବ୍ୟାଙ୍କ୍ ପକ୍ଷରୁ ଅନେକ ସୁବିଧା ମିଳିବ ।
PNB ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯଦି ଆପଣ ନିଜର ମାସିକ ବେତନ କୁ ଠିକ୍ ଭାବରେ ପ୍ରୟୋଗ କରିବାକୁ ଚାହୁଁଛନ୍ତି ତେବେ “PNB My salary Account” ରେ ଖାତା ଖୋଲନ୍ତୁ । ଏହା ବ୍ୟତୀତ ଯଦି କାହା ସହିତ ବ୍ୟକ୍ତିଗତ ଦୁର୍ଘଟଣା ହୋଇ ଯାଉଚି ତେବେ ବୀମା ସହିତ ଓଭର ଡ୍ରାଫ୍ଟ ଓ ସ୍ଵିପ ସୁବିଧାର ମଧ୍ୟ ଲାଭ ମିଳିବ ।
ଜାଣନ୍ତୁ କିପରି ମିଳିବ ୨୦ଲକ୍ଷ ର ଲାଭ ?
PNB ନିଜର ସଲାରି ଆକାଉଣ୍ଟ ହୋଲ୍ଡ଼ର କୁ ଇନ୍ସୁରାନ୍ସ୍ କଭର ସମେତ ଆହୁରି ଅନେକ ଲାଭ ଦେଉଚି । ଜିରୋ ବାଲାନସ୍ ରେ my salary Account ଖୋଲିବା ଦ୍ବାରା ଆପଣଙ୍କୁ ୨୦ ଲକ୍ଷ ପର୍ଯ୍ୟନ୍ତ ପର୍ଶନଲ ଆକ୍ସିଡେଣ୍ଟ୍ କଭର ଦିଆଯିବ ।
ଏହି ଆକାଉଣ୍ଟ ର ରହିଛି ୪ଟି କଟାଗୋରି –
* ୧୦ ହଜାରରୁ ନେଇ ୨୫ ହଜାର ସାଲାରୀ ପାଉଥିବା ବ୍ୟକ୍ତିଙ୍କୁ ସିଲଭର୍ କାଟାଗୋରୀ ରେ ରଖା ଯାଇଛି ।
* ୨୫୦୦୦ ରୁ ୭୫୦୦୦ ପାଉଥିବା ବ୍ୟକ୍ତିଙ୍କୁ ଗୋଲ୍ଡ କାଟାଗୋରୀ ରେ ରଖା ଯାଇଛି ।
* ୭୫୦୦୦ରୁ ୧,୫୦,୦୦୦ ପାଉଥିବା ବ୍ୟକ୍ତିଙ୍କୁ ପ୍ରିମିୟମ କାଟାଗୋରୀ ରେ ରଖା ଯାଇଛି।
* ୧, ୫୦,୦୦୦ ପାଉଥିବା ବ୍ୟକ୍ତିଙ୍କୁ ପ୍ଲାଟିନମ
କାଟାଗୋରୀ ରେ ରଖା ଯାଇଛି ।
* ବର୍ତ୍ତମାନ୍ ଆପଣ https://www.pnb India.in/salary savings products.html ରେ ଭିଜୀଟ କରି ବିସ୍ତୃତ ତଥ୍ୟ ପାଇ ପାରିବେ ।
Nalco

Comments are closed.