ଏହି ବିଶ୍ୱବ୍ରହ୍ମାଣ୍ଡ ଅନେଇ ରହସ୍ୟ କୁ ନେଇ ଗଠିତ l ଅନେକ ରହସ୍ୟ ଏଭଳି ଯାଇଛି ଯାହା ଆମେ ଜାଣିନାହୁଁ l ସେହିଭଳି କିଛି ଜାଗା ଏହି ଦୁନିଆରେ ରହିଛି ଯାହାକି ରହସ୍ୟ ଘେରରେ ରହିଛି l
– କୁରକି ଜଙ୍ଗଲ ପୋଲାଣ୍ଡ ର ଗୋଟିଏ ରହସ୍ୟମୟ ବନ ଅଟେ, ଯେଉଁଠାରେ ହଜାର ହଜାର ଗଛ ଅସାମାନ୍ୟ ଭାବରେ ଗୋଟିଏ ଆଉ ଗୋଟିଏ ସହିତ ଛନ୍ଦି ହୋଇଛନ୍ତି l
– ଡେଭିଲସ ଟାୱାର , USA ରେ ଥିବା ଗୋଟିଏ ବିଶାଳ ଚଟାଣ ଅଟେ, ଯାହାକି ମୂଳ ଆମେରିକୀୟ ଜନଜାତି ଲୋକେ ପବିତ୍ର ଭାବରେ ଗ୍ରହଣ କରିଥାଆନ୍ତି l
– ମୋଏରାକି ବୋଲଡର୍ସ ନିୟୁଜିଲ୍ୟାଣ୍ଡ ର ଗୋଟିଏ ସମୁଦ୍ର କୂଳରେ ରହିଥିବା ପଥର ଅଟେ, ଯାହାକି ନିଜର ବିଶେଷ ଆକାର ପାଇଁ ଜଣାଶୁଣା ଅଟେ l
– ଡେଭିଲସ ବ୍ରିଜ ଜର୍ମାନୀ ର କ୍ରୋମଲାଉ ରେ ପଥର ନିର୍ମିତ ପୋଲ ଅଟେ, ଯାହାକି ନିଜର ବର୍ଗାକାର ପ୍ରତିବିମ୍ବ ପାଇଁ ପ୍ରସିଧ ଅଟେ l
– ଜଏଂଟସ କୋଜୱେ ଉତର ଆୟାରଲ୍ୟାଣ୍ଡ ର ସମୁଦ୍ର କୂଳରେ ଅବସ୍ଥିତ ଅଟେ, ଏହି ସ୍ଥାନରେ ୪୦ ହଜାର ଭୁଜ ବା ହାତ ଆକୃତିର କଳା ବେସଲାଟ ରହିଛି, ଯାହାକି ଜ୍ୱାଳାମୁଖୀ ରୁ ଉଦ୍ଭାବନ ହୋଇଛି l
– ଏଣ୍ଟେଲପ କେନିୟନ ଆମେରିକାରେ ଏରିଜନ ରେ ଅବସ୍ଥିତ ଅଟେ l ଏହା ନିଜର ଜଳୁଥିବା ରଙ୍ଗ ପାଇଁ ପ୍ରସିଦ୍ଧ ଅଟେ l