Odisha news

ଡିଏସପି ବିଜୟ କୁମାର ମଲ୍ଲିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0

ପାଣିକୋଇଲି : ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ପଦୋନ୍ନତୀ ହୋଇ ଭଂଜନଗର ଅତିରିକ୍ତ ଏସପି ଭାବେ ନିଯୁକ୍ତ ମଳିଛି । ଏହି ଅବସରରେ ତାଙ୍କୁ ଏସପି ଚରଣ ସିଂହ ମୀନା ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

କଳିଙ୍ଗନଗର ଅତିରିକ୍ତ ଏସପି ଜୟୀରାମ ସତପଥି, ଅତିରିକ୍ତ ଏସପି ଡ. ଭବାନୀଶଙ୍କର ପଟ୍ଟନାୟକ, ଡିଏସପି ସଂଗ୍ରାମ ଟୁଡୁ, ନାରାୟଣ ବାରିକ, ରିର୍ଜ୍ଜଭ ଇନ୍ସପେକ୍ଟର କାହ୍ନୁ ଚରଣ ମାରାଣ୍ଡି, ଡିଆଇବି ଏସଆଇ ରମେଶ ସାହାଣୀ, ହେଡକ୍ଲର୍କ କବିର ସାମଲ, କନେଷ୍ଟବଳ ହାବିଲଦାର ସଙ୍ଘ ପସଭାପତି ତାରାକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ

Nalco
Leave A Reply