ଓମିକ୍ରାନ ଭାରିଏଣ୍ଟ ଆତଙ୍କ : ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଫ୍ଲାଇଟ୍ ଗୁଡ଼ିକୁ ରଧ କରାଗଲା
ନୂଆଦିଲ୍ଲୀ : ଓମିକ୍ରାନ ଭାରିଏଣ୍ଟ ର ବଢୁଥିବା ମାମଲା କୁ ଆଖି ଆଗରେ ରଖି କମର୍ସିଆଲ ପାଶେଞ୍ଜର ସେବାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ରଧ୍ କରାଯାଇଛି । ଏହାଦ୍ବାରା ଡିଯିଶିଏ ବିମାନ ଗୁଡ଼ିକ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ଏହାଦ୍ବାରା କୌଣସି ଆନ୍ତର୍ଜାତୀୟ ବିମାନ ଗୁଡ଼ିକ ମାର୍ଗ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ ଓ କାର୍ଗୋ ବିମାନ ଉପରେ ପ୍ରଭାବ ପଡ଼ିବ ନାହିଁ । DGCA ପକ୍ଷରୁ ଘୋଷଣା କରାଯାଇଛି ଯେ ୧୫ ଡିସେମ୍ବର ରୁ ଆରମ୍ଭ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଉଡାଣ କୁ ସ୍ଥଗିତ କରାଯାଇଛି । କେତେଦିନ ପର୍ଯ୍ୟନ୍ତ ସ୍ଥଗିତ କରାଯିବ ଏହି ବିଷୟରେ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ୧୫ ଡିସେମ୍ବର ରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ି ବାର ନିର୍ଧାରଣ କରାଯାଇ ଥିଲା ।