ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଭିନ୍ନ ସ୍ୱାଦରେ ପାଳନ କଲେ ବିଧାୟକ ଙ୍କ ଜନ୍ମ ଦିନ । ଖଡିଆଳ ବିଧାନସଭା ଯୁବ କଂଗ୍ରେସ କମିଟୀ ତରଫ ରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ -୨ ଠାରେ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସଭ୍ୟ ଉଜ୍ୱଳ ଗୁପ୍ତା ଦ୍ୱାରା ଏକ ରକ୍ତଦାନ ଶିବିର ଉଦଘାଟିତ ହୋଇ ୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା । ଏହି ରକ୍ତଦାନ କାର୍ୟ୍ଯକ୍ରମ ରେ ଖଡିଆଳ ଥାନାଧିକାରୀ କୌଳାସ ସେଠୀ, ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡା.ଦିନବନ୍ଧୁ ମହାନନ୍ଦ, ବିଶ୍ୱଜିତ ପାଢି ଉପସ୍ଥିତ ଥିଲେ। ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ଏହି ଭିନ୍ନ ସ୍ୱାଦ ର ଅଭିନବ ରକ୍ତ ଦାନ କାର୍ୟ୍ଯକ୍ରମ ରେ ଜିଲ୍ଲା ସଭାପତି କପିଳେନ୍ଦ୍ର ଭୋଇ , ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର ବିଭୁ ଦତ୍ତ ଯୋଷୀ,ବିଧାନସଭା ଯୁବ କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ତାଣ୍ଡି, ନଗର ସଭାପତି ପଞ୍ଚାନନ ସେଠୀ, ନୂଆପଡା ଜିଲ୍ଲା ଯୁବ କଗ୍ରେସ ପର୍ୟ୍ଯବେକ୍ଷକ ମହମ୍ମଦ ସାହେବ,ପବନ ତ୍ରିବେଦି, ସାନ ଜଗତ, ବିଶ୍ୱମ୍ଭର ଜଗତ, ରାହୁଲ ଜାଲ, ଚନ୍ଦ୍ର ବେହେରା, ଲକ୍ଷ୍ମୀ ବନଛୋର, ସୁବାଷ ବଘେଲ,ଶାହାରୁଖ ଖାନ, ଦୁର୍ବା ରଜନ ଖମାରି, ଆସିଫ ରାଜା,ସୁଶାନ୍ତ ପଟ୍ଥନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ ବରିଷ୍ଠ କଂଗ୍ରେସ ନେତା ହିରାଧର ମେହେର, ବ୍ଲକ କଗ୍ରେସ ସଭାପତି ଶ୍ୟାମ କୁଲଦିପ, ଲିଙ୍ଗରାଜ ଘିଭେଲା, ସନ୍ତୋଷ ପଟନାୟକ, ସତପାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ ଜନ୍ମଦିନ ଉପଲକ୍ଷେ ଯୁବବର୍ଗଙ୍କ ରକ୍ତଦାନ ଆୟୋଜନ ସଫଳ କରିଥିଲେ । ମହାମାରୀ ସମୟ ରେ ଏଭଳି ଜନ୍ମୋତ୍ସଵ ରେ ରକ୍ତଦାନ ଏକ ମହତକାର୍ଯ୍ୟ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି।
Comments are closed.