ନୂଆପଡା-୨୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲୋକନାଥ ମହାପାତ୍ର ଙ୍କ ନେତୃତ୍ବ ରେ ନୂଆପଡା ଇରିଗେସନ ବିଶ୍ରାମ ଗୃହ ରେ ଏକ ବୈଠକ ହୋଇଥିଲା,କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କୁ ଲେଡିଜ ପୋଲିସ ର ମାଡ ମରା ଘଟଣା କୁ ତିବ୍ର ବିରୋଧ କରାଯାଇଥିଲା,ଏହି ଅବସର ରେ ଜିଲ୍ଲା ସାମ୍ବାଦିକ ସଂଘ ନୂଆପଡା ର କର୍ମକର୍ତା ପାଞ୍ଚ ଟି ବ୍ଲକ ରୁ ଯୋଗଦେଇଥିଲେ ଓ ଦୋଷୀ ଙ୍କୁ ତୁରନ୍ତ ଗିରଫ ଦାବୀ କରିଛନ୍ତି। ପବିତ୍ର ପ୍ରଧାନ, ବିଜୟ କୁମାର ସହିସ, ସୁରେନ୍ଦ୍ର ତିୱାରି, ଦୀପକ ମିଶ୍ର, ଶିଶିର ଭୂୟାଁ, ସୁଜିତ ପ୍ରଧାନ , ରୁଦ୍ର ରାଜ ବାଗ,କୁନୁ କରୁଆଁ, ଯୁଗଳ କିଶୋର ମହାନନ୍ଦ, ପତ୍ରବନ୍ଧୁ ବାଗ,ଜଗନ୍ନାଥ ସାଗର ଓ ରିଣ୍ଟୁ ପୁରୋହିତ ପ୍ରମୁଖ ସଦସ୍ୟ ଯୋଗଦାନ କରିଥିଲେ।

Comments are closed.