Odisha news

ଜିଲ୍ଲା ସଦର ମହକୁମା ରେ ଇଣ୍ଡୋର ଷ୍ଟେଡିଅମ ନବକଳେବର

ନୂଆପଡା-୧୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ର କ୍ରୀଡା ଜଗତରେ ନୂତନ ଅଧ୍ୟାୟ। ଲୋକାର୍ପିତ ହେଲା ନୂଆପଡା ଇଣ୍ଡୋର ଷ୍ଟାଡିଅମ। ମୁଖ୍ୟ ଅତିଥି ରୂପେ କଲହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା , ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ (ରାଜୁଭାଇ), ଜିଲ୍ଲାପାଳ ନୂଆପଡା ଜିଲ୍ଲାପାଳ ସ୍ବାଧାଦେଵ ସିଂ, ଓଡିଶା କ୍ରିକେଟ ଏସୋସିଏସନ ଉପ-ସଭାପତି ଭୈରବ ସାହୁ ସହ ଅନେକ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ। ଜିଲ୍ଲାର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.