Odisha news

ହାଡ଼ପଦା ରେ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ

0
ନିରାକାରପୁର, ୧୪/୪: ଖୋର୍ଦ୍ଧା ଜିଲ୍ଲା ନରଣଗଡ ପଞ୍ଚାୟତ ହାଡ଼ପଦା ଠାରେ ଡ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ମହା ସମାରୋହରେ ସମାଜସେବୀ ଦିବାକର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଳିପଡା କଲେଜ ଅଧ୍ୟାପକ ଖୋକନ୍ ନାୟକ, ଯୁଧିଷ୍ଠିର ନାୟକ, ବଲଭଦ୍ର ବେହେରା, ରବୀନ୍ଦ୍ର ଦାସ, ପ୍ରମୋଦ କାଣ୍ଡି ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତନ୍ମୟ ଦାସ, ସିନ୍ଧାନ୍ତ୍ ଦାସ,ସୁକେଶ ଦେବଦାସ, ପ୍ରହ୍ଲାଦ ଭୋଇ, ସାବିତ୍ରୀ ଭୋଇ , ଝୁନରାଣୀ ବେହେରା, ଓ ବର୍ଷା ରାଣୀ ବେହେରା ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ।
Nalco
Leave A Reply