ନୂଆଦିଲ୍ଲୀ : ନେପାଳ ଚୀନ ସମର୍ଥିତ ଓଲି ସରକାର ଭାରତ ସହିତ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରିଛନ୍ତି । ଏହାକୁ ନେଇ ସେ ସର୍ବପ୍ରଥମେ ନେପାଳ ଓ ଭାରତ ମଧ୍ୟରେ ବିମାନ ଚଳାଚଳର ଆରମ୍ଭ କରିବାକୁ ଯାଉଛନ୍ତି । ନେପାଳ ବର୍ତ୍ତମାନ ସୁଦ୍ଧା ସମସ୍ତ ବିମାନ ଯାତ୍ରାକୁ ସ୍ଥଗିତ ରଖିଥିଲ ।ବର୍ତ୍ତମାନ ଆଉଥରେ ନେପାଳ ପ୍ରଶାସନ କୋଭିଡି-୧୯ କାରଣରୁ ବନ୍ଦ ହୋଇଯାଇଥିବା ଚେକ୍ ପୋଷ୍ଟକୁ ଆଉଥରେ ଖୋଲିବାକୁ ବିଚାର କରୁଛନ୍ତି ।

Comments are closed.