Odisha news

ଫ୍ୟାଶନ ଫ୍ୟାକ୍ଟ୍ରିର ‘ନୋ କଣ୍ଡିସନ୍ସ ସେଲ୍’ : ଶ୍ରେଷ୍ଠ ବ୍ରାଣ୍ଡଗୁଡ଼ିକ ଉପରେ ୫୦ ପ୍ରତିଶତ ରିହାତି

0

ମୁମ୍ବାଇ, ୧୨ ଅଗଷ୍ଟ ୨୦୨୫: ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ରିଟେଲ ର ଫ୍ୟାଶନ୍ ଫ୍ୟାକ୍ଟ୍ରି ‘ନୋ କଣ୍ଡିସନ୍ସ ସେଲ୍’ ନେଇଆସିଛି। ଫ୍ୟାଶନ୍ ଡିସକାଉଣ୍ଟର ଏହି ମେଗା ଇଭେଣ୍ଟ ୧୪ ରୁ ୧୭ ଅଗଷ୍ଟ ୨୦୨୫ ଯାଏଁ ଚାଲିବ। ସମସ୍ତ ବଡ଼ ବ୍ରାଣ୍ଡଗୁଡ଼ିକ ଉପରେ ୫୦ ପ୍ରତିଶତର ଏକ ବଡ଼ ରିହାତି ଉପଲବ୍ଧ ହେବ। ଏହା ସହିତ, ୨୪୯୯ ଟଙ୍କା ଏବଂ ତା’ଠାରୁ ଅଧିକ ମୂଲ୍ୟର ପୋଷାକ କ୍ରୟ ଉପରେ ମାଗଣା ଉପହାର ମଧ୍ୟ ଉପଲବ୍ଧ ହେବ।

ଲିଭାଇସ୍, ପେପେ, ପାର୍କ ଏଭେନ୍ୟୁ, ରେମଣ୍ଡ, କଲର ପ୍ଲସ୍, ପାର୍କ୍ସ, ଟର୍ଟଲ୍, ଟ୍ୱିଲ୍ସ, ହୁର୍, ଲି କୁପର, ଇଣ୍ଡିବି, ଜନ୍ ପ୍ଲେୟର୍ସ, ନେଟପ୍ଲେ, ପିଟର ଇଂଲଣ୍ଡ , କିଲର, ପାଇନ୍ କ୍ଲବ୍, ସାଡଲ୍ ଏଣ୍ଡ ମେଲେଟ୍ ଭଳି ଅନେକ ବ୍ରାଣ୍ଡ ଏହି ମେଗା ସେଲରେ ଅନ୍ତର୍ଭୁକ୍ତ ରହିଛି। କ୍ଲାସିକ୍ ଫର୍ମାଲ୍ ଠାରୁ ସ୍ମାର୍ଟ କାଜୁଆଲ୍ କିମ୍ବା ସପ୍ତାହାନ୍ତ ପୋଷାକ ଯାଏଁ, ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ସମସ୍ତ ପ୍ରକାରର ଉତ୍ପାଦ ଏହି ସେଲରେ ଉପଲବ୍ଧ ହେଉଛି।

ଏହାର ୨୦ ପ୍ରତିଶତରୁ ୭୦ ପ୍ରତିଶତ ଯାଏଁ ୩୬୫-ଦିନ ମେଗା ରିହାତି ପାଇଁ ଫ୍ୟାଶନ୍ ଫ୍ୟାକ୍ଟ୍ରି ଷ୍ଟାଇଲ୍ ଉତ୍ସାହୀ ଏବଂ ମିତବ୍ୟୟୀ କ୍ରେତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଏବେ, କ୍ରେତାମାନେ ନୋ କଣ୍ଡିସନ୍ସ ସେଲରେ ଅଦ୍ଭୁତପୂର୍ବ ସୁଲଭ ମୂଲ୍ୟରେ ଶ୍ରେଷ୍ଠ ବ୍ରାଣ୍ଡଗୁଡ଼ିକୁ ପାଇପାରିବେ।

Govt
Leave A Reply