Odisha news

ମୋଦି ଓଡ଼ିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା କଲେ

0

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ ବୋଲି କହିଲେ। ଓଡ଼ିଶାରେ ହୋଇଥିବା କ୍ଷତି ବିଷୟରେ ଖୁବ୍‌ଶୀଘ୍ର ସମୀକ୍ଷା କରି କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ମୋଦି କହିଛନ୍ତି। ତେବେ ଜରୁରୀ କାଳୀନ ବିପର୍ଯ୍ୟୟ ସହାୟତା ପାଇଁ ୫୦୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

Nalco
Leave A Reply