ରଣପୁର… ସାରା ଓଡିଶା ରେ ଆସନ୍ତା 24 ତାରିଖ ରେ ପୋୖରନିର୍ବାଚନ ଅନୁଷ୍ଠିତ ହେବା କୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଉଛି.. ସୋମବାର ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ପଞ୍ଚୁଦୋଳ ପଡିଆ ଠାରେ ବିଜୁ ଜନତା ଦଳ ତରଫରୁ ଏକ ପ୍ରଥପାନ୍ତ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର 15ଟି ୱାର୍ଡ ର ବିଜୁ ଜନତା ଦଳ ସମର୍ଥିତ ସମସ୍ତ କାଉସିଲର ପ୍ରାଥୀ ପ୍ରାଥୀନି ସହିତ ଚେୟାରମ୍ୟାନ ପ୍ରାଥୀନି ରଙ୍ଗିନୀ ମହାନ୍ତି ଙ୍କୁ ଶଙ୍ଖ ଚିନ୍ହ ରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ ଏହା ସହିତ ନିଜ ଭାଷଣ ରେ ରାଜ୍ୟ ସରକାର ଭୁରି ପ୍ରଶଂସା କରିବା ସହିତ ସାରା ଦେଶ ରେ ନବୀନ ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ ବୋଲି କହିବା ସହିତ ଓଡିଶା ବିକାଶ ର ମୁଖ୍ୟ ନାୟକ ନବୀନ ପଟ୍ଟନାୟକ ବୋଲି କହିଥିଲେ ତେଣୁ ବିଜୁ ଜନତା ଦଳ ପ୍ରାଥୀ ଙ୍କୁ ଭୋଟ ଦେଇ ବିଜୟୀ କଲେ ରଣପୁର ବିଜ୍ଞାପିତ ଅଞ୍ଚଳ ର ବିକାଶ ହୋଇପାରିବ ବୋଲି କହିଥିଲେ ଏବଂ ଏହି ପ୍ରଥପ୍ରାନ୍ତ ନିର୍ବାଚନ ସଭା ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସହିତ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ ଜିଲ୍ଲା ସମସ୍ତ ବିଜୟୀ ଜିଲ୍ଲା ପରିଷଦ ସଭ୍ୟ ସମେତ ସମସ୍ତ 15ୱାର୍ଡ ର କାଉନସିଲର ଏବଂ ଚେୟାରମ୍ୟାନ ପ୍ରାଥୀ ରଙ୍ଗୀନ ମହାନ୍ତି ଉପସ୍ଥିତ ଥିଲେ ଏବଂ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ହଜାର ହଜାର ସଂଖ୍ୟା ରେ ମହିଳା ଓ ଯୁବ ବିଜୁଜନତା ଦଳ ର କର୍ମୀ ଯୋଗ ଦେଇଥିଲେ