Odisha news

ପ୍ରବାସୀ ଓଡ଼ିଆ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ଆସୁଥିଲେ , ଶ୍ରମିକଙ୍କୁ ଜିଲ୍ଲାପାଳ ଉଦ୍ଧାର କଲେ

0
ବାଲିଗୁଡା,6/6  କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକରେ ଲିଫ୍ଟ ମାଗି ସେମାନେ କଳିଙ୍ଗାରେ ଓଲ୍ହାଇବାର ଥିଲା, ହେଲେ  ଡ୍ରାଇଭର ଭୁଲରେ ସେମାନଙ୍କୁ ଦଶପଲ୍ଲାରେ ଓଲ୍ହାଇ ଥିଲା l
ଏମାନେ ମୋଟ ୧0 ଜଣ ଯାକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତର ବୋଲି ଜଣାପଡ଼ିଛି, ଏହି ଖବର କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ମହାପାତ୍ର  ପାଇବା ପରେ ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା.ଡ଼ିଙ୍କୁ ଜଣାଇଥିଲେ ଜିଲ୍ଲାପାଳ ସେମାନଙ୍କୁ ଆଣିବାର ବନ୍ଦୋବସ୍ତ କରିଥିଲେ l ଉକ୍ତ 10 ଜଣ ପ୍ରବାସୀ ଓଡ଼ିଆ ଯୁବକ ଜିଲ୍ଲାପାଳ ଓ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ଭାଇଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି I
Leave A Reply