ଦିନ ଟି ମା ମହାଲକ୍ଷ୍ମୀ ଙ୍କ ଵାର। ଏହିଦିନ ଆମେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ପାଠ କରିଥାଉ । ମାନ୍ୟତା ରହିଛି ଯେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କିନ୍ନର ଙ୍କୁ ଦାନ କରିବା ଖୁବ୍ ଶୁଭ ଅଟେ । କାରଣ କିନ୍ନର ମାନଙ୍କ ଆଶୀର୍ବାଦ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଅଟେ । ତେଣୁ ଆସନ୍ତୁ ଜାଣିବା କିନ୍ନର ମାନଙ୍କୁ କଣ ଦାନ କଲେ କେଉଁ ସୁଖ ଲାଭ ହୋଇଥାଏ ।