Odisha news

କୋଣାର୍କ ରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ରୋକ ଲଗାଇଲା ପ୍ରଶାସନ।

0
କୋଣାର୍କ  : କରୋନା ପାଇଁ ସାରା ଦେଶ ଲକ ଡାଉନ ହୋଈଛି । ଏବଂ ଏହାକୁ କଡ଼ାକଡ଼ି ଭାବେ ପାଳିବାକୁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଦ୍ଧଶ କରିଛନ୍ତି। କିନ୍ତୁ କିଛି ଅମାନିଆ ଯୁବ ଗୋଷ୍ଟି ଏହାକୁ ମାନୁନାହାଁନ୍ତି  ଯାହା ଫଳରେ ପୋଲିସ ମଙ୍ଗଳବାର ଠାରୁ ସମସ୍ତ ଗାଡି ଉପରେ କଟକଣା କରିଛି । ଏହି ପରିପ୍ରେକ୍ଷୀରେ କୋଣାର୍କ ପୋଲିସ ଅଞ୍ଚଳ ବାସୀଙ୍କୁ ସୋମବାର ସଂଧ୍ୟା ରେ ବଜ଼ାର କୁ ଦୁଇ ଚକିଆ ଗାଡି ଆଣିବା ଉପରେ ରୋକ ଲାଗିଛି ଯେଉଁ ମାନେ ଅତ୍ୟା ଆବଶ୍ୟକ ସାମାନ ପାଇଁ ଆସିବେ ସେମାନେ ଚାଲିକରି ନହେଲେ ସାଇକଲରେ ଆସିବା ପାଇଁ ପ୍ରଶାସନ ତରଫରୁ ସୁଚାଇଦିଆ ଯାଇଛି।  ଏହାକୁ ଅବମାନନା କଲେ ଦୃଢ଼ କଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply