Odisha news

ଚଳଚିତ୍ର ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

0

କେନ୍ଦ୍ରାପଡା, ୨୧/୧(ରବୀନ୍ଦ୍ର ଦାଶ)- କଳାକାର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ବେଶ ଜଣାଶୁଣା ତଥା ବାଲିଆ ଅଚଂଳର ଜ୍ୱାଇଁ ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ ସ୍ୱର୍ଗତ ମିଶ୍ରଙ୍କ ଭଳି ଓଡିଆ ଚଳଚିତ୍ର ତଥା ଟେଲିଭିଜନ ଜଗତର ବରିଷ୍ଠ ଅଭିନେତାଙ୍କ ବିୟୋଗରେ ସେ ମର୍ମାହତ । ତାଙ୍କ ଭଳି ଅଭିନେତାଙ୍କ ସ୍ଥାନ ଅପୁରଣୀୟ ବୋଲି ଶ୍ରୀ ଦାଶ କହିଛନ୍ତି ।

Nalco
Leave A Reply