Odisha news

କେନ୍ଦ୍ରାପଡା ବିଜେପି ପକ୍ଷରୁ ରାଷ୍ଟ୍ରିୟ ଉପାଧ୍ୟକ୍ଷଙ୍କ ଶୁଭେଚ୍ଛା

0

କେନ୍ଦ୍ରାପଡା-୨୬/୦୯ (Rabindra Dash) : କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ରାଷ୍ଟ୍ରିୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ପୁନର୍ବାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ମନୋନୟନ କରା ଯାଇଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ସେହିପରି କେନ୍ଦ୍ରୀୟ ସମିତିରେ ଓଡିଶାରୁ ଶ୍ରୀ ପଣ୍ଡାଙ୍କ ସମେତ ସାଂସଦ ଅପରାଜିତା ଷଡଙ୍ଗୀ , ଡ଼ଃ ସମ୍ବିତ୍ ପାତ୍ର, ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରିୟ ସଂପାଦକ ଦାୟିତ୍ୱ ମିଳି ଥିବାରୁ ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଅଲେଖ ଜେନା, ସୁନାକର ବେହେରା, ଯୁବନେତା ଅଭିମନୁ୍ୟ ଗୋଛାୟତ, ଦିଲିପ ଦାସ, ଉପିନ ରାଉତ, ନେହେରୁ ସାହୁ, ସୁଦାମ ମଲିଖ ପ୍ରମୁଖ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Nalco
Leave A Reply