Odisha news

ୟୁଥ ଅଫ କନ୍ଧମାଳ ତରଫରୁ ଅପହଞ୍ଚ ଇଲାକାରେ କମ୍ବଳ ବଣ୍ଟନ

0
କନ୍ଧମାଳ :ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା । ଲୋକେ ଘରୁ ବାହାରିପାରୁନାହାନ୍ତି । ଏମିତିରେ ଖଜୁରୀପଡା ବ୍ଲକରେ ରହୁଥିବା କିଛି ଅସହାୟ ଲୋକଙ୍କୁ  କମ୍ବଳ ବାଣ୍ଟିଲେ ସ୍ବେଛାସେବୀ ।ବ୍ଲକର କିଛି ଅପହଞ୍ଚ ଗ୍ରାମ ଟକଲି, ଖଲିବେରେନା, ବିଜୁଳିସାହି, କୁଟିଲାଝର ଆଦିଗ୍ରାମକୁ ଯାଇ ଲୋକଙ୍କୁ  କମ୍ବଳ ପ୍ରଦାନ କରିଛନ୍ତି ।ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ ,ବଳରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ । ଯୁବକ ମାନଙ୍କ  ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
Leave A Reply