Odisha news

ମା ଭୁବେନେଶ୍ୱରୀ ଭଗ୍ନ ମନ୍ଦିର ର ପୁନଃରୁଦ୍ଧାର

0
କାକଟପୁର 4/2 ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ତରତ ଗ୍ରାମରେ ଥିବା ମା ଭୁବନେଶ୍ଵରୀ ଗ୍ରାମଦେବତୀ ମନ୍ଦିର ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l (1869) ମସିହାରେ ତୋଳା ହୋଇଥିବା ଏହି ମନ୍ଦିର ଗତ (1999) ମହାବାତ୍ୟା ରେ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇ ମାଟି ରେ ଲୀନ ହୋଇଯାଇଥିଲା l ସେହି ଗ୍ରାମର ଶ୍ରଦ୍ଧାଳୁ ତଥା ସମାଜସେବୀ ଗନ୍ଧର୍ବ
ସାହୁଙ୍କର ଦୁଇ ସୁପୁତ୍ର ଦୁର୍ଯ୍ୟଧନ ଓ ନିରଞ୍ଜନ (ବାବୁ) ଓ ଗ୍ରାମବାସୀ ମାନଙ୍କ ସାହାଯ୍ୟ ସହଯୋଗରେ ମା ଙ୍କର ନୂତନ ମନ୍ଦିର ତୋଳି ପ୍ରତିଷ୍ଠା କାର୍ଯ୍ୟ ସମାପମ କରିଛନ୍ତି l 4 ଦିନ ବ୍ୟାପି ରତ୍ନ ମୁଦ, ଅଙ୍କୁରା ରୋପଣ, କଳସ ଯାତ୍ରା, ମହାସ୍ନାନ ଓ ନିଦ୍ରାସୟନ ସହିତ ପୂର୍ଣାହୁତି ସମାପନ କରିଛନ୍ତି l କର୍ତ୍ତା ଭାବେ ଦୁର୍ଯ୍ୟଧନ ଓ ତାଙ୍କ ଧର୍ମ ପତ୍ନୀ ଅପରାଜିତା ପୂଜା ପାଠ କରିଥିଲେ l
Leave A Reply