କାକଟପୁର 1/10 କାକଟପୁର କଲେଜ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପୂଜା କମିଟି ର ସଭାପତି ରାଜକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପୂଜା ରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ତା, ଶ୍ରଦ୍ଧାଳୁ, ଓ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସୁ ବ୍ୟବସ୍ଥା , ସାଂସ୍କୃତିକ, କାର୍ଯ୍ୟକ୍ରମ, ବ୍ୟବସାୟୀ ଭାଇ ବନ୍ଧୁ ମାନଙ୍କ ସହଯୋଗ ଏବଂ ବିଭିନ୍ନ ବିଷୟ ରେ ଆଲୋଚନା କରା ଯାଇଥିଲା l ଏଥିରେ ଉପ ସଭାପତି ପ୍ରତାପ ପାତ୍ର, ସମ୍ପାଦକ ଦିପୁ ଶତପଥି, କୋଷାଧ୍ୟକ୍ଷ ପବିତ୍ର ମୁଦୁଲି, କମିଟି ଉପଦେଷ୍ଠା ଟୁକୁନା, ଅଭୟ,ଏସ କେ ବାବୁ, ମଙ୍ଗଳ ଓ ସୁଶୀଲ ସାର ଓ ସଭ୍ୟ ମାନେ ଯୋଗ ଦେଇଥିଲେ l