Odisha news

ଜାତାଡା ୨.୦: କଣ ଆପଣ ଇନ୍ସଟା ଗ୍ରାମ ଅଛନ୍ତି କି ? ଗୋଟିଏ ଫିସିଂ ୱେବ ସେକ୍ସ ଭିଡିଓ ଦ୍ୱାରା ବ୍ଲାକ ମେଲ୍ ର ଶିକାର ହୋଇ ପାରନ୍ତି

ନୂଆଦିଲ୍ଲୀ: ଗୋଟିଏ ଫିସିଂ ଅପରାଧ ଅସୁବିଧା ରେ ପକାଇ ପାରେ l ସୋସିଆଲ ମିଡ଼ିଆ ଉପଯୋଗ କାରି ମାନେ , ବିଶେଷ ଭାବରେ ଇନ୍ଷ୍ଟଗ୍ରାମ ରେ ,ନିଜ ମୁହଁ ର ନଗ୍ନ ଶରୀର ସହିତ ଲଗାଯିବା ପରେ ନିଜ ପ୍ରତିଷ୍ଠା କୁ ରକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଭରିଛନ୍ତି l

ଦି ଇଣ୍ଡିଆନ ଏକ୍ସପ୍ରେସ ର ଗୋଟିଏ ରିପୋର୍ଟ ଅନୁସାରେ , ପୋଲିସ କହିଛି ଯେ ଏହିଭଳି ଫିସିଂ ଆକ୍ରମଣ ସାଧାରଣତଃ ଦେଖିବାକୁ ମିଳୁଛି l ଏହି ପ୍ରକାର ବଦମାସ ମାନେ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ଦ୍ୱାରା , ବିଭିନ ସ୍ଥାନରେ ଟ୍ରାଇ ଜଙ୍କ୍ସନ ରେ କାମ କରୁଛନ୍ତି l ବିଶେଷ କରି ହରିୟାଣା , ରାଜସ୍ଥାନ , ୟୁପି , ମଥୁରା ଇତ୍ୟାଦି l ଏହି ପ୍ରକାର ଘଟଣାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ଡାଟା ମିଳିନାହିଁ l

ମିଳିଥିବା ସୂଚନା ଅନୁସାରେ ଭାସିନ କେଶ ଷ୍ଟଡି ଅନୁସାରେ , ଯେଉଁ ଇନ୍ସଟା ଗ୍ରାମ ରେ ଫ୍ରେଣ୍ଡ ରିକୁଏସ୍ଟ ମିଳିଥିଲା l ଏହାପରେ ଜଣେ ମହିଳା ତାଙ୍କୁ ସିଧା ସଳଖ ମେସେଜ ପଠାଇ ଥିଲା , ଯେଉଁଥିରେ ତାଙ୍କର ୱାଟ୍ସ ଅପ ନମ୍ବର ମାଗିଥିଲେ l ସେ କହିଛନ୍ତି ଯେ ମୁଁ ତାକୁ ମୋ ନମ୍ବର ଦେଇ ନଥିଲି କାରଣ ମୁଁ ତାକୁ ବ୍ୟକ୍ତିଗତ ଭାବରେ ଜାଣି ନଥିଲି l ଖାସ କଥାଟି ହେଲା ଉକ୍ତ ମହିଳା ଜଣଙ୍କ କିଛି ସମୟ ମଧ୍ୟରେ ବ୍ୟକ୍ତିଗତ ଭାବରେ ୱାଟ୍ସ ଆପ ରେ ଭିଡିଓ କଲ କରିବା ଆରମ୍ଭ କରିଦେଲେ l ଆରଂଭରୁ ମୁଁ କଲ ଟିକୁ ନେଇ ଅନୁମାନ ଲଗାଇ ସାରିଥିଲି ଓ ମୁଁ ଫୋନ କଲ ର ଉତର ଦେଇଥିଲି l

“ଅନ୍ୟ ପକ୍ଷରେ ଗୋଟିଏ ନଗ୍ନ ମହିଳା ଅଶ୍ଳୀଳ କାର୍ଯ୍ୟକଳାପ କରୁଥିଲେ l ମୁଁ ୧୫ ସେକେଣ୍ଡ ପାଇଁ ଭାବିଥିଲି ଏଗୁଡିକ କଣ ଘଟି ଯାଉଛି l ତା ପରେ ମୁଁ କଲ କାଟି ଦେଇଥିଲି l

ଭାସିନ ଙ୍କୁ ଗୋଟିଏ ଭିଡିଓ ବିଷୟରେ ପରିବାର ଓ ସାଙ୍ଗ ମାନଙ୍କୁ ର ମେସେଜ ଓ କଲ ଆସିବାକୁ ଲାଗିଲା l ସେ କହିଥିଲେ ସେହି ଲୋକମାନେ ଭିଡିଓ କଲ ଜରିଆରେ ମୋର ଫଟୋ ମଧ୍ୟ ନେଇଥିଲା ଓ ଏହାକୁ ଆଉ କାହା ଶରୀରରେ ଲଗାଇଥିଲେ l ସେମାନେ ଯେଉଁ ଭିଡିଓ ସେୟାର କରିଥିଲେ ସେଥିରେ ଲାଗୁଥିଲା ଯେପରି ମୁଁ ସେକ୍ସ ଚାଟ କରୁଛି l ” ସେ ଦିଲ୍ଲୀ ସ୍ତିତ ଡିଫେନ୍ସ କଲୋନୀ ରେ କେଶ ଦରଜ କରାଇଥିଲେ l

ଜୁଲାଇ ୪ ତାରିଖ ଦିନ , ଆଗ୍ରା ସାଇବର ପୋଲିସ ମେବାତ ରୁ ତିନିଜଣ ଙ୍କୁ ଗିରଫ କରିଥିଲା , ଯେଉଁମାନେ ବିଭିନ ସାଇବର ଅପରାଧ ସହିତ ଜଡିତ ଥିଲେ l ଯେଉଁମାନେ ଲୋକ ମାନଙ୍କୁ ବ୍ଲାକ ମେଲ କରିବା ପାଇଁ ନଗ୍ନ ଭିଡିଓ କଲ ରେ ସାମିଲ ଥିଲେ l ପୋଲିସ ପକ୍ଷରୁ କୁହାଯାଇଛି ଇଏ ସେହି ଦଳ ଯିଏ କି ଭାସିନ ଙ୍କୁ ଫସେଇ ଥିଲେ l

Comments are closed.