Odisha news

ଆଜାଦିର ଅମୃତ ମହୋସ୍ଵବ

0

ଜମନକିରା,୨୨/୬ ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଆଜାଦିର ଅମୃତ ମହୋସ୍ୱବ ପେନସନ ଡେର ବୃଦ୍ଧ ବୃଦ୍ଧା ମାନଙ୍କର ସ୍ଵାସ୍ଥ୍ୟର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼ା. ବାସନ୍ତୀ ତାଣ୍ଡିଆ ଓ ନିରୁପପା ମହାପାତ୍ରଙ୍କ ଦ୍ବାରା ଅଞ୍ଚଳର କେନାଢିପା, ବିଜାଗୁଡ଼ା, ଭଏଡେରା, ବିଲୁଆମାଲ ଭଳି ଅନେଗୁଡ଼ିଏ ଗ୍ରାମରୁ ଆସିଥିବା ମୋଟ ୭୪ ଜଣ ବୃଦ୍ଧ ବୃଦ୍ଧାଙ୍କୁ ତାଙ୍କ ବ୍ଲଡ ପ୍ରେସର ନପାଯାଇ ଔଷଧ ବଣ୍ଟନ କରାଯିବା ସହ ଏଲୋପେଥିକ ଆୟୁର୍ବେଦିକ ଔଷଧ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀ ନିଖିଲ ପଟେଲ ମଧ୍ୟ ଉପସ୍ଥିତ ରାହି ସାହଯ୍ୟ କରିଥିଲେ।

Nalco
Leave A Reply