Odisha news

ବଜରଙ୍ଗ ଦଳର ଯାଜପୁର ମୁଖ୍ୟ କାର୍ଯ୍ୟାଳୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

0

ଯାଜପୁର :ଅଗଷ୍ଟ ୧୪ ତାରିଖକୁ ମନେ ପକାଇବା ପାଇଁ ଅଖଣ୍ଡ ଭାରତ ସଂକଳ୍ପ ଦିବସଭାବେ ଭାରତ ଓ ପାକିସ୍ଥାନ ବିଭାଜନ କ’ଣ ପାଇଁ ହୋଇଥିଲା ଏଥିରେ ଭୁଲ କେଉଠି ଥିଲା ଏହି କଥାକୁ ମନେ ପକାଇବା ପାଇଁ ଏହି ଦିବସ ଟିକୁ ପାଳନ କରାଯାଏ । ଆଜି ଯାଜପୁର ଜିଲ୍ଲା ବଜରଙ୍କ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜାଉଁଳିବନ୍ଧ ଠାରେ ଅବସ୍ଥିତ ବଜରଙ୍ଗ ଦଳ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରପଡ଼ା ବିଭାଗ ସମାଜିକସତା ପ୍ରମୁଖ ଅରବିନ୍ଦ ଦାସଙ୍କ ନେତୃତ୍ୱରେ ବିରଜା ପୂଜକ ମଣ୍ଡଳୀ ସଭାପତି ଦେବୀ ପ୍ରସଦା ପାଣି, ସେବା ପ୍ରମୁଖ ଦୋଳ ଗୋବିନ୍ଦ ଜେନା, ହରେକୃଷ୍ଣ ସାହୁ, ସତ୍ୟ ମହାନ୍ତି, ବ୍ରହ୍ମାନନ୍ଦ ମହାନ୍ତି, ସୁନିଲ୍ ପାଣି, ବିଶୁ ପାଣି ପ୍ରମୁଖ ପ୍ରଦୀପ ଲାଗଇ ଏହି ଦିନକୁ ମନେ ପକାଇଥିଲେ

Leave A Reply