Odisha news

ଏ.ଏନ୍.ଏମ୍ ଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

ଯାଜପୁର: ଗତ ଅଗଷ୍ଟ ୨୦ ତାରିଖରେ ନିଯୁକ୍ତି ପାଇଥିବା କୋଭିଡ଼ ଏ.ଏନ୍.ଏମ୍ ଙ୍କ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ସୂଚନା ଅନୁସାରେ ଗତ ଅଗଷ୍ଟ ୧୮ ତାରିଖରେ ଜିଲ୍ଲା ମେଡ଼ିକାଲ ପକ୍ଷରୁ ୩୧୧ ଟି ଏ.ଏନ୍.ଏମ୍ ପୋଷ୍ଟ ଜିଲ୍ଲାର ୧୦ଟି ବ୍ଲକ ପାଇଁ ପ୍ରତ୍ୟେହ ୮୫୦ ଟଙ୍କାରେ ୩ ମାସ ପାଇଁ ଚୁକ୍ତି କରିଥିଲେ କିନ୍ତୁ ମାସଟିଏ ନ ପୁରୁଣୁ ବିନା କୌଣସି ଦରମା ଦେଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ଅଭିଯୋଗ, ଫଳରେ ସମସ୍ତ ୩୧୧ ଜଣ ଏ.ଏନ୍.ଏମ୍ କର୍ମ·ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ପୁନଃ ନିଯୁକ୍ତି ଦାବି କରିଛନ୍ତି ।

Nalco
Leave A Reply