ବିିରିଡି, ୧୧ା୦୫ ; ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବିରିଡି ବ୍ଲକ ଗୋପିନାଥପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଜଗତସିଂହପୁର କୃଷି ଜିଲ୍ଲା ଅଧିକାରୀ ରବି ନାରାୟଣ ମହାପାତ୍ର, ଏସଆଇସିଏସ ବିଜୟ କୁମାର ସାସମଲ, ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ବେଉରା, ଭିଏଡବ୍ଲୁ ଅନୁସ୍ମିତା ସେଠୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିରିଡି ଶାଖା ପରିଚାଳକ ପିନାକି ସିଁ ଙ୍କ ସମେତ ସମିତିର ସମ୍ପାଦକ ଅନ୍ତର୍ୟ୍ୟାମୀ ମୁଦୁଲି, ଡିଇଓ ରମାକାନ୍ତ ମହାପାତ୍ର, ପିଅନ ଉପେନ୍ଦ୍ର ଦାସ ଓ ଚାଷି ସଭ୍ୟ ଅରବିନ୍ଦ ସାହୁ, ନିରୋଜ କୁମାର ସାହୁ, ପବିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠିତ ଉସôବରେ କରୋନା ସଂକ୍ରମଣ ନ ହେବା ପାଇଁ ମାସ୍କ ପରିଧାନ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ର ସମସ୍ତ ସତର୍ମତା ଅବଲମ୍ବନ କରାଯାଇଥିଲା ।