Odisha news

ଇନ୍ଫୋସିସ ଚଳିତ ବିତିୟ ୨୨ ବର୍ଷରେ ୩୫ ୦୦୦ ହଜାର ବିଶ୍ବ ସ୍ତରରେ କଲେଜର ଡିଗ୍ରୀ ଡିଗ୍ରୀ ଧାରୀ ଙ୍କୁ ନିଯୁକ୍ତି ଦେବାର ଘୋଷଣା

ନୂଆଦିଲ୍ଲୀ : ସବୁଠୁ ବଡ଼ ପ୍ରଦ୍ୟୋଗିକ୍ IT କମ୍ପାନୀ ଇନ୍ଫୋସିସ ଚଳିତ ବିତିୟ ବର୍ଷରେ ୩୫ ୦୦୦ ହଜାର ଡିଗ୍ରୀ ଧାରୀ ଙ୍କୁ ନିଯୁକ୍ତି ଦେବାର ଘୋଷଣା କରିଛି । କାରଣ ଡିଜିଟାଲ ପ୍ରତିଭାରେ ଦୃତ ଗତିରେ ଦାବି ହେଉଥିବା କୁ ନେଇ ଏହି ପଦକ୍ଷେପ ନିଆଯିବା କୁ ସ୍ଥିର କରାଯାଇଛି । ଇନ୍ଫୋଷିସ୍ ର ମୁଖ୍ୟ ପରିଚାଳକ ଅଧିକାରୀ ପ୍ରବୀଣ ରାଓ କହିଛନ୍ତି ” ଆମେ ବିତବର୍ଷ ୨୨ରୁ ୩୫୦୦୦ ପାଇଁ ବିଶ୍ବ ସ୍ତରରେ କଲେଜ ର ଡିଗ୍ରୀ ଧରିଙ୍କୁ ନିଯୁକ୍ତି ଦେବାର ଯୋଜନା ପ୍ରସ୍ତୁତ କରୁଛୁ । କର୍ମଚାରୀ ମାନଙ୍କର ଉନ୍ନତି ଆମର ସବୁଠୁ ଅଧିକ ଗ୍ରହଣୀୟ । ଆମେ କର୍ମଚାରୀ ମାନଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇବା ପାଇଁ ବଧ ପରିକର ଅଟୁ । ”

IT ଦିଗଜ ମାନେ ଜୁନ୍ ୨୦୨୧ରେ ସମାପ୍ତ ହେଉଥିବା ୩ୟ ମାସିକ ପାଇଁ ୫୧୯୫କୋଟି ଟଙ୍କା ସୁଧ ସାମୟିକ ଲାଭ ପାଇଛି । କମ୍ପାନୀ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂ ରେ କୁହାଯାଇଛି ଯେ ଏହି ତ୍ରୟ ମାସିକ ରାଜସ୍ବ ବଢ଼ି ୨୭,୮୯୬ କୋଟି ଟଙ୍କା ହୋଇ ସରିଛି । କମ୍ପାନୀ ଜୁନ୍ ମାସ ସାରିବା ବେଳକୁ ୨.୬ ଆରବ ଡଲାର ବ୍ୟବସାୟ ହୋଇଛି ।

ଇଁଫୋସିସ ପକ୍ଷରୁ କୁହାଯାଇଛି ଯେ ଆମ କର୍ମଚାରୀ ମାନଙ୍କର ସମର୍ପଣ ଓ ଗ୍ରାହକ ମାନଙ୍କର ବିଶ୍ୱାସକୁ ପ୍ରେରିତ କରୁଛି । ଆମେ ପ୍ରଥମ ତିନି ମାସିକ ରେ ଖୁବ୍ ଉନ୍ନତି କରିଛୁ । ଆମେ ଆମର କର୍ମଚାରୀ ମାନଙ୍କ ପାଇଁ ଖୁବ୍ ଗର୍ବିତ ଅଟୁ । ଯାହା ଆମ ଗ୍ରାହକ ମାନଙ୍କ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶିତ କରୁଛି ।

ଇଁଫୋଷିସ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପ୍ରବନ୍ଧ ନିର୍ଦ୍ଦେଶକ ସଲିଳ ପାରଖେ କହିଛନ୍ତି ଯେ ଆମେ ନିଜର ରାଜସ୍ବ ମାର୍ଗ ପ୍ରଦର୍ଶକ କୁ ୧୪- ୧୬ ପ୍ରତିଶତ ବୃଦ୍ଧି ପାଇଁ ବିଶ୍ବାସ ଦେଉଛି ।

ଆମର ଗ୍ରାହକ ମାନେ ଆମ ଦ୍ଵାରା କରାଯାଇଥିବା ପଦକ୍ଷେପ ର ସମର୍ଥନ କରିବା ପାଇଁ ଜାରି ରଖିଛୁ । ସମୟ ଭିତରେ ନିଜର କାର୍ଯ୍ୟକୁ ସମ୍ପାଦନ କରାଯାଇଥିବା କାର୍ଯ୍ୟକୁ ମହତ୍ତ୍ଵ ଦେଉଛୁ ।

ମୁଖ୍ୟ ବିତୀୟ ଅଧିକାରୀ ନିଲାଞ୍ଜାନ ରାୟ କହିଛନ୍ତି ଆମେ ସମୟ ଭିତରେ ନିଜର କାର୍ଯ୍ୟ ର ପାରଦର୍ଶିତା ଦେଖାଇ ପରିଛୁ । ଯାହା ଆମ ପାଇଁ ଅଶ୍ୱଷ୍ଟିକର ଅଟେ । ସେ କହିଛନ୍ତି ଯେ ଆମର ନଗଦ ସୁଧ ଲାଭ ର ୧୨୨. ୩% ଉପରେ ମଜବୁତ୍ ଥିଲା ଓ ଆର୍ ଆଇ ବଢ଼ି ୨୯ . ୩% ହୋଇ ଯାଇଛି ।

Comments are closed.