Odisha news

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରାଜ୍ୟର ୨୪ଟି ସହରରେ ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରି ରେକର୍ଡ

0

ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟ ସିଝୁଛି। ଆଜି ରାଜ୍ୟର ୨୪ଟି ସହରରେ ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରି ରେକର୍ଡ କରାଯାଇଛି। ଏହାରି ମଧ୍ୟରେ ମୟୂରଭଂଜର ଜିଲ୍ଲା ସଦର ମହକୁମା ‘ବାରିପଦା’ରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡ଼ିଗ୍ରି ରେକର୍ଡ କରାଯାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି।

Nalco
Leave A Reply