Odisha news

ଦାମି ଉପହାର ଦେଲେ ମିଳିବ ଅଧିକ ଖାଇବା , ଲେଖା ହୋଇଥିଲା ବିବାହ କାର୍ଡ ଉପରେ

0

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏପରି ଗୋଟିଏ ଝିଅର ବିବାହର କାର୍ଡ ଭାଇରାଲ ହେଵଵାରେ ଲାଗିଛି ଯେବଉଁଥିରେ ବନ୍ଧୁ ପରିଜନକ ପାଇଁ ଖାଇବାର ମେନୁ ଲିଷ୍ଟ ଦିଅl ଯାଇଛି l ତା ସହିତ ଲେଖା ହୋଇଛି ଯିଏ ଯେତେ ପଇସା ଉପହାର ଦେବେ ସେହି ଅନୁସାରେ ଖାଇବା ମିଳିବ l ଏହି କଂର ଡ଼ଟି ଭାଇରାଲ ହେବl ପରେ ସମସ୍ତେ ଏହାକୁ ଆଲୋଚନା କରିଥିଲେ l ଝିଅଟି ବିବାହ କାର୍ଡରେ ବନ୍ଧୁବାନ୍ଧବ ମାନଙ୍କୁ ଚାରିଟି ଉପହାର ଲେବୁଲ ମଧ୍ୟରୁ ଗୋଟିଏ ବାଛିବାକୁ କହିଛନ୍ତି l ଏହାକୁ ଆଧାରକରି ନିର୍ଧାରଣ କରାଯିବ ଯେ ସେମାନଙ୍କୁ ଖାଇବାରେ କଣ ପରସ ଯିବ l ଝିଅଟି ସବୁଠୁ ତଳେ ୧୮୦୦୦ ଟଙ୍କାର ଉପହାର ଦାବି କରିଛନ୍ତି l ୧୮୦୦୦  ଟଙ୍କା ବଦଳରେ ବନ୍ଧୁଙ୍କୁ ରୋଷ୍ଟ ଚିକେନ କିମ୍ବା ମାଛ ପରସା ଯିବ l

ଡେଲି ମେଲରେ ଛପା ହୋଇଥିବା ରିପୋର୍ଟ ଅନୁସାରେ ,ସୋସିଆଲ ମିଡିଆରେ ଝିଅଟିର ଖୁବ ଆଲୋଚନା କରାଯାଇଥିଲା ,ତାପରେ ସେ କହିଥିଲା ଯେ ଏହା ସତ୍ୟ ନଥିଲା ଏହା ଥଟାମଜା ଥିଲା l ଭାଇରାଲ ହୋଇଥିବା କାର୍ଡରେ ସବୁଠାରୁ ମହାଙ୍ଗା  ପ୍ଳାଟିନମ ଉପହାର ଥିଲା ,ଯେଉଁଥିରେ ଅତିଥିଙ୍କୁ ଯେ କୌଣସି ଖାଇବା ବାଛିବାର ସ୍ୱାଧୀନତା ମିଳିଥିଲା ତା ସହିତ ସ୍ୟାମ୍ପେନ ମାଗଣା ଥିଲା l ୧୮୦୦୦ ରୁ ୩୬୦୦୦ ଟଙ୍କା ଉପହାର ଦେଉଥିବା ଅତିଥି ମାନଙ୍କୁ ଚିକେନ କିମ୍ବା ମାଛ ମିଳିବାର ବ୍ୟବସ୍ତା ଥିଲା l କିନ୍ତୁ ଯେଉଁ ଅତିଥି ୭୩୦୦୦ ଟଙ୍କା ଉପହାର ଦେବେ ତାଙ୍କ ପାଇଁ ଲବଷ୍ଟରର ବ୍ୟବସ୍ତା ହୋଇଥିଲା l

Nalco
Leave A Reply