Odisha news

ଗଞ୍ଜାମ ଏ ନ.ଏ.ସି ର ନୂତନ ଆହାର କେନ୍ଦ୍ର କାମରେ ଲାକ୍ଷା ଧିକ ଟଙ୍କା ଦୁର୍ନୀତି

0

ଗଞ୍ଜାମ : ସ୍ଥାନୀୟ ଅଂଚଳ ର ଅହରକେନ୍ଦ୍ର ନୂତନ ଭାବେ ହେବା ପାଇଁ ଆସି ଥିବା ସରକାର ଙ୍କ ଅନୁଦାନ କୋଡିଏ ଲକ୍ଷ ଟଙ୍କା ଏହି କାମନିମ୍ନ ମାନର ହୋଇଛି ବୋଲି ସ୍ଥାନୀୟ ଯୁବ ଗୋଷ୍ଟି ଅଭିଯୋଗ ଆଣିଛନ୍ତି ଏହାକୁ ନେଇ ସ୍ଥାନୀୟ ଅଂଚଳ ରେ ଠିକାଦାର ଙ୍କ କାମ ଦେଖି ସ୍ଥାନୀୟ ବାସୀନ୍ଦା କହିଛନ୍ତି ଦୁର୍ନୀତି ର ଲଖଣ ରେଖା ପାର ହୋଇଛି ଉକ୍ତ ଆହାର କେନ୍ଦ୍ର କରୁଥିବା ସ୍ଥାନୀୟ ଠିକାଦାର ଶାସକ ଦଳର କିଛି କୁଜି ନେତା ଙ୍କ ଛତ୍ର ଛାୟା ତଳେ ରହି ଏପରି ଭାବରେ ପାପର ପାହାଡ଼ ତିଆରି କରି ଛନ୍ତି ଯାହା ବିଶ୍ୱାସ ର   ବାହାରେ ଏହି ଦୁର୍ନୀତି କୁ ନେଇ ସ୍ଥାନୀୟ ଅଂଚଳ ର କିଛି ଯୁବକ ଅଭିଯୋଗ ଆଣିଛନ୍ତି

ସେଥି ମଧ୍ୟରୁ ଦୁଇ ଜଣ ଯୁବକ ଙ୍କନାମରେ ମିଥ୍ୟା ଅଭିଯୋଗ ଆଣି ସେମାନଙ୍କନାମରେ ମଦ ବ୍ୟବସାୟ କରୁଛନ୍ତି ବୋଲି   ଅବକାରୀ ବିଭାଗ ସହିତ ମଧୁ ଚନ୍ଦ୍ରିକା ସ୍ଥାପନ କରି ବିନା ମଦ ଜବତ ରେ ଅବକାରୀ ଦୁଇ ଜଣକୁ ଗିରଫ କରିଥିଲା ସେମାନ ନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି କାରାଗାର ରେ ତିନି ଦିନ ରହିବାକୁ ପଡିଥିଲା ଏବଂ ମାମଲା ରେ ଗିରଫ ହୋଇଥିବା ଦୁଇଜଣ ଜାମିନ ରେ ଆସିଲା ପରେ ପୁଣି କିଛି କୁଚକ୍ରୀ ମିଶି ପୁଣି ସଢ ଯନ୍ତ୍ର କରି ଗଞ୍ଜାମ   ବ୍ରାହ୍ମଣ ଢମଣା ସାହି ର  ରୋଷେୟା ମ ଙ୍ଗୁ ଳୁ ପାଣିଗ୍ରାହୀ ଙ୍କ ନାମରେ ମଦ ବ୍ୟବସାୟ କରୁଛି ବୋଲି ଅଭିଯୋଗ ଆଣି ପୁଣି ଅବକାରୀ ଚଢ଼ାଉ କରିଥିଲେ ଏହି ରୋଷେୟା ର ଚଢ଼ାଉ ପରେ ପ୍ରଥମେ ଅବକାରୀ ଦ୍ୱାରା ଗିରଫ ହୋଇଥିବା ଯୁବକ ଏହି କଳା କାରନାମା କରୁଥିବା ସଂଢ ଯନ୍ତ୍ର କାରି ର ନାମ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଛନ୍ତି ଏହାପରେ ସମସ୍ତ ସ୍ଥାନୀୟ ଯୁବକ ଏହିଆହାର କେନ୍ଦ୍ରର କାମକୁ ବନ୍ଦ କରିବା ପାଇଁ ଲିଖିତ ଭାବେ ଗଞ୍ଜାମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି କାମ ବନ୍ଦ ହେବନାହିଁ ବୋଲି କହିଛନ୍ତି ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଯୁବଗୋଷ୍ଟି ଏହି ଆହାର କେନ୍ଦ୍ର ର କାମ କୁ ନେଇ ଗୁଇନ୍ଦା ବିଭାଗ ର ତ ଦ ନ୍ତ   ଦାବି କରିଛିନ୍ତ୍ତି

Leave A Reply