Odisha news

ନୂଆବର୍ଷ ୨୦୨୨ ପୂର୍ବରୁ ଘରକୁ ଆଣନ୍ତୁ ଏହିସବୁ ଜିନିଷ : ଖୋଲାଯିବ ଭାଗ୍ୟ

0
ପ୍ରତିବର୍ଷ ର ନୂଆ ବର୍ଷ ସମସ୍ତଙ୍କ ପାଇଁ ନେଇ ଆସିଥାଏ କିଛିଟା ନୂଆ ଉଦ୍ଦୀପନା । ତେଣୁ ଆମେ ସମସ୍ତେ କିଛି ଟା ନୂଆ କାର୍ଯ୍ୟ କରିବାକୁ ଇଚ୍ଛା କରିବା ସହିତ ଜୀବନରେ ଉନ୍ନତି କରିବାକୁ ଚାହିଁ ଥାଉ । ୨୦୨୦ ରେ ଏହି ସବୁ ଜିନିଷକୁ ଘରକୁ ଆଣିବା ଦ୍ଵାରା ସାଧାରଣ ଲୋକ ଙ୍କ ର ମଧ୍ୟ ଭାଗ୍ୟ ବଦଳି ଯାଇଥାଏ ।
ନୂଆବର୍ଷ ୨୦୨୨ ସମସ୍ତଙ୍କ ପାଇଁ ନୂଆ ଆଲୋକ ଓ ଆନନ୍ଦର ବାତାବରଣ ଆଣିବ ସେଥିପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛିଟା ଜିନିଷ କୁ ଆପଣାଇ ଜୀବନରେ ନୂତନ ଆଲୋକ ଆଣିଥାଏ ।
ତେଣୁ ଜ୍ୟୋତିଷ ଶାସ୍ତ୍ରବିତ୍ ମାନେ ମତ ଦେଇଛନ୍ତି ଯେ ଆସନ୍ତା ବର୍ଷ ଆଣିବ ଆପଣଙ୍କ ପାଇଁ ନୂଆ ଉଦ୍ଦୀପନା ।
* ସ୍ଵସ୍ତିକ ଚିହ୍ନ –
ପୁରାଣରେ ସ୍ଵସ୍ତିକ ଚିହ୍ନ ର ଖୁବ୍ ମାନ୍ୟତା ରହିଛି । ସେଥିପାଇଁ ଲକ୍ଷ୍ମୀ ଓ ଗଣପତି ଙ୍କ ନିକଟରେ ଆର୍ଥିକ ସ୍ଥିତି କୁ ସୁଦୃଢ଼ କରିବା ପାଇଁ ସ୍ଵସ୍ତିକ ଚିହ୍ନ କରିବା କିମ୍ବା ରଖିବା ଖୁବ୍ ଶୁଭ ଅଟେ । କାରଣ ସ୍ଵସ୍ତିକ ଚିହ୍ନ ମାତା ଲକ୍ଷ୍ମୀ ଙ୍କୁ ଆକର୍ଷିତ କରିଥାଏ ଓ ଘରର ସମସ୍ତ ବିଘ୍ନ ଦୁର ହୋଇଥାଏ ।
* ତୁଳସୀ ବୃକ୍ଷ –
ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ଖୁବ୍ ମହତ୍ତ୍ଵ ରହିଛି । ତୁଳସୀ ବୃକ୍ଷ ମାତା ଲକ୍ଷ୍ମୀ ଙ୍କ ରୂପ ଅଟେ । ଯଦି ତୁଳସୀ ବୃକ୍ଷକୁ ପୂଜା କରାଯାଏ ତେବେ ମୃତ୍ୟୁ ପରେ ବୈକୁଣ୍ଠ ପୁର ରେ ସ୍ଥାନ ମିଳିଥାଏ । ପ୍ରତିଦିନ ସକାଳୁ ତୁଳସୀ ବୃକ୍ଷ କୁ ପୂଜା କରିବା ଦ୍ୱାରା ଅଟକି ଥିବା କାର୍ଯ୍ୟ ହୋଇ ଯାଇଥାଏ ।
* ମା ଲକ୍ଷ୍ମୀ ଙ୍କ ଚରଣ –
ନୂଆବର୍ଷ ରେ ଘରକୁ ମା ଲକ୍ଷ୍ମୀ ଠାକୁରାଣୀ ଙ୍କ ପାଦ ଘରକୁ ଆଣିବା ଆବଶ୍ୟକ । ଏହା ଦ୍ଵାରା ବର୍ଷ ସାରା ଘରକୁ ସକାରାତ୍ମକ ଉର୍ଜା ଆସିଥାଏ । ଏହା ଆମକୁ ସମସ୍ତ ଖରାପ୍ ଶକ୍ତି ଠାରୁ ଦୂରେଇ ରଖିଥାଏ ।
* ମୟୂର ଚନ୍ଦ୍ରିକା –
ହିନ୍ଦୁ ଧର୍ମରେ ମୟୂର ଚନ୍ଦ୍ରିକା ର ଖୁବ୍ ମହତ୍ତ୍ଵ ରହିଛି । ମୟୂର ଚନ୍ଦ୍ରିକା କୃଷ୍ଣ ଙ୍କର୍ ଖୁବ୍ ପ୍ରିୟ ଅଟେ । ତେଣୁ ହିନ୍ଦୁ ଧର୍ମରେ ଏହାର ଖୁବ୍ ମହତ୍ତ୍ଵ ରହିଛି । ଜୀବନରେ ସୁଖ ଓ ସମୃଦ୍ଧି ପାଇଁ ନୂଆ ବର୍ଷରେ ଘରକୁ ଆଣିବା ଆବଶ୍ୟକ ମୟୂର ଚନ୍ଦ୍ରିକା । ଘରର ଆଲମାରୀ ରେ ମୟୂର ଚନ୍ଦ୍ରିକା ନିହାତି ରଖିବା ଉଚିତ୍ । ଏହା ଆମକୁ ଅର୍ଥ ବାଧକ ରୁ ରକ୍ଷା କରିଥାଏ ।
Leave A Reply