ନୂଆଦିଲ୍ଲୀ : ପର୍ବପର୍ବାଣୀ ସମୟରେ ଫ୍ଲାଇଟ୍ ଓ ଟ୍ରେନ୍ ଟିକେଟ ବୁକିଂ କରିବା ପାଇଁ ଦୀର୍ଘ ସମୟ ଲାଗିଥାଏ । କାରଣ ଏହି ସମୟରେ ଛୁଟି ପଡ଼ୁଥିବା କାରଣରୁ ସମସ୍ତେ ପ୍ରାୟ ବାହାରକୁ ବୁଲି ଯିବାକୁ ଅଧିକ ପସନ୍ଦ କରି ଥାଆନ୍ତି । କିନ୍ତୁ ଆମ ମାନଙ୍କ ମଧ୍ୟରୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ରେଳ ଯାତ୍ରା କରିବା ପାଇଁ ପ୍ରାୟ ପସନ୍ଦ କରି ନ ଥାଆନ୍ତି । ତେଣୁ ଏହାର ବିକଳ୍ପ ଭାବରେ ସେମାନେ ଫ୍ଲାଇଟ୍ ରେ ଯିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏହି ସମୟରେ ଫ୍ଲାଇଟ୍ ଟିକେଟ ର ମୂଲ୍ୟ ଅଧିକ ହୋଇଥାଏ ।
କିନ୍ତୁ ଆପଣଙ୍କୁ ଭୟ କରିବାର କିଛି ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏଠାରେ କହୁଚୁ ଦୀପାବଳୀ ରେ ମିଳୁଥିବା ଫ୍ଲାଇଟ୍ ଟିକେଟ ଆଫର୍ ବିଷୟରେ । ଏହି ଡ଼ିଲ୍ କୁ ନେଇ ଆପଣ ଖୁବ୍ ସହଜରେ ଓ ଶସ୍ତା ରେ ଟିକେଟ ବୁକିଙ୍ଗ କରି ପାରିବେ । ମାର୍କେଟ ରେ ଏହିଭଳି ଅନେକ ପ୍ଳାଟ ଫର୍ମ ରହିଛି ଯେଉଁଠି ଏହି ସୁବିଧା ଉପଲବ୍ଧ ଅଛି ।
ଚଳିତ ବର୍ଷ ଦୀପାବଳୀ ରେ ଡୋମେଷ୍ଟିକ୍ ଫ୍ଲାଇଟ୍ ରେ ଜବରଦସ୍ତ ଅଫର ରହିଛି । ଏହି ସୁବିଧା ଆପଣଙ୍କୁ ଇଯିମାଇଁଟ୍ରିପ୍ ଜରିଆରେ ମିଳି ପାରିବ । ଏହାଦ୍ବାରା ଆପଣଙ୍କୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ ମିଳିବ । ଏଥିରେ ବୁକିଂ କରିବା ସମୟରେ ପେମେଣ୍ଟ କରିବା ସମୟରେ ” FLYFAMILY ‘ ବ୍ୟବହାର କରିବେ ।
ଏହି ସାଇଡ ରେ କ୍ଲିକ୍ କରନ୍ତୁ –
ଯଦି ଆପଣ ଦୀପାବଳୀ ରେ ବୁଲି ଯିବାକୁ ଚାହୁଁଛନ୍ତି ତେବେ https://www.travolook.in ରେ ଅକ୍ଟୋବର ୩୧ ଭିତରେ ଡୋମେଷ୍ଟିକ୍ ଟିକେଟ ବୁକ୍ କରନ୍ତୁ । ଏଠାରେ ଆପଣଙ୍କୁ ଉନ୍ନତ ଡିଲ ପାଇଁ ‘TRAVO1000’ ପ୍ରମୋ କୋଡ ଦେବାକୁ ପଡ଼ିବ । ବୁକିଂ ଅନୁସାରେ ଅନ୍ୟ କୋଡ ମଧ୍ୟ ଯେପରିକି ‘TDHANI’ ଓ ‘ TMOBIKWIK’ ବ୍ୟବହାର କରି ପାରିବେ ।
Comments are closed.