Odisha news

ନାବାଳକକୁ ୨୫ ହଜାର ଫାଇନ୍‌

0

ସମ୍ବଲପୁର, ୬ା୩ : ସମ୍ବଲପୁର ସହର ବୁଢାରଜା ମୁଖ୍ୟ ରାସ୍ତାରେ ଶୁକ୍ରବାର ପୂର୍ବାହ୍ନରେ ପରିବହନ ବିଭାଗର ଯାଂଚକାରୀ ଦଳ ଜଣେ ନାବାଳକଙ୍କୁ ବାଇକ୍‌ ଚଳାଉଥିବା ବେଳେ ଧରି ଗାଡି ମାଲିକଙ୍କୁ ୨୫ହଜାର ଟଙ୍କା ଜରିମାନା କରିଛନ୍ତି । ଏହା ପୂର୍ବରୁ ଗତ ୨ଦିନ ହେବ ଯାଂଚକାରୀ ଦଳ ଏଭଳି ଅନେକ ନାବାଳକଙ୍କୁ ଧରି ଥିବା ବେଳେ ମଧ୍ୟ ପିତାମାତା ମାନେ ସଚେତନ ହେଉ ନାହାଁନ୍ତି । ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରାଜପୁର ଥାନା ଅର୍ନ୍ତଗତ ନୂଆପଡାର ୧୭ବର୍ଷିୟ ନାବାଳକ ଜଣକ ସେହି ପଡାର ସୁବାସ ଓରାମଙ୍କ ବାଇକ୍‌ ଗାଡି ନଂ (ଓଡି୧୫ପି-୯୧୪୨)ଚଳାଇ ଯାଉଥିବା ବେଳେ ଯାଞ୍ଚକାରୀ ଦଳର ହାବୁଡରେ ପଡିଥିଲେ ।

Nalco

Leave A Reply