Odisha news

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂ ଆଉ ନାହାନ୍ତି

0

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂ ଆଉ ନାହାନ୍ତି ,୯୨ ବର୍ଷ ଆୟୁ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦିଲ୍ଲୀ ଏମସ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ଜଣେ ପ୍ରଫେସର ଭାବରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ l ୧୯୭୧ ରେ ଭାରତୀୟ ବାଣିଜ୍ୟ ମନ୍ତ୍ରଣାଳୟ ର କାର୍ଯ୍ୟ ଭାର ଗ୍ରହଣ କରିଥିଲେ l ୧୯୯୧ ରୁ ୯୬ ପର୍ଯ୍ୟନ୍ତ ସେ ଭାରତର ବିତ ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇ ଥିଲେ l ଲଗାତାର ଭାବରେ ୫ ଥର ରାଜ୍ୟସଭା ସାଂସଦ ରହିଥିଲେ l ଏବଂ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀ ରେ ରହିଥିଲେ l ଜଣେ ମହାନ ରାଜନେତା , ଏବଂ ଶାନ୍ତି ପ୍ରିୟ କଂଗେସ ନେତା ଭାବରେ ସମସ୍ତ ଙ୍କ ହୃଦୟ୍ ରେ ସ୍ଥାନ ପାଇଥିଲେ l ବାର୍ଦ୍ଧକ୍ୟ ଜନିତ ଶାରୀରିକ ସମସ୍ୟା ରେ ପୀଡିତ ଥିଲେ ମନମୋହନ ସିଂ l

Leave A Reply