Odisha news

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଫଣ୍ଡକୁ ଶକ୍ତିମନ୍ତ୍ରୀ ଦେଲେ ତିନି ମାସର ଦରମା

0

ଭୁବନେଶ୍ୱର : ୩୧ ମାର୍ଚ୍ଚ,୨୦୨୦ : ଶକ୍ତି, ଶିଳ୍ପ, ଏମ୍‍ଏସ୍‍ଏମ୍‍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ତିନି ମାସର ଦରମା ଟ. ୨,୮୫,୦୦୦ଙ୍କା (ଦୁଇ ଲକ୍ଷ ପଞ୍ଚାଅଶି ହଜାର ଟଙ୍କା) କୋଭିଡ୍‍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସେବା ନିମନ୍ତେ ଉପଯୋଗ କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଫା=ିକୁ ପ୍ରଦାନ କରିଛନ୍ତିା ଏଥି ସହିତ ସେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଲକ୍‍ ଡାଉନ୍‍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରି ଏହି ମହାବିପତ୍ତିକୁ ଦୂରେଇ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତିା

Leave A Reply